କଫ୍ ସିରଫ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ।ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍।ସୂଚନା ଅନୁଯାୟୀ, ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ ହଜାର କଫ ସିରପ ଜବତ କରି ଥାନା ମାଲଖାନାରେ ରଖା ଯାଇଥିଲା । ASI ବିଦ୍ୟୁତ ପଣ୍ଡା […]
ପାଚିଲା ଆମ୍ବରେ ବିଷ । ଖୋଲାଖୋଲି ଭାବେ ଆମ୍ବରେ ମିଶୁଛି କ୍ୟାଲସିୟମ୍ କାର୍ବାଇଡ । ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ଉୁପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯିବା ସତ୍ତ୍ବେ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ।ଗ୍ରାହକମାନଙ୍କୁ ଏ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଅନେକ ଜଣ କୃତ୍ରିମ ଭାବରେ ପାଚିଲା ଫଳ ଏବଂ ପ୍ରାକୃତିକ(natural) ଭାବରେ […]
ଯେତେ ଯାହା କଲେ ବି ପ୍ରକୃତି ଛାଡୁନି ପାକିସ୍ତାନ । କେତେବେଳେ ସିଜ୍ଫାୟର ତ ଆଉ କେତେବେଳେ ବିବେକହୀନ କାମ । ଏମିତି ପୁଣି ଗୋଟିଏ ସମାଲୋଚନାର ଶିକାର ହୋଇଛି ପାକିସ୍ତାନ ।ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ । ଖରାପ ପାଗ ଯୋଗୁଁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପେସ୍ ବ୍ୟବହାର କରିଥାନ୍ତା ଇଣ୍ଡିଗୋ । ଏନେଇ ବିମାନର ପାଇଲଟ୍ ପାକିସ୍ତାନକୁ ଅନୁମତି ମାଗିଥିଲେ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ […]
ଦୀର୍ଘ ଦିନର ଗରମ ଓ ଗୁଳୁଗୁଳି ପରେ, ମେ ୨୭ ଓ ୨୮ ତାରିଖରେ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ବଙ୍ଗୋପସାଗରରେ ଏକ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବ।। ଦକ୍ଷିଣ ଓଡ଼ିଶାର ରାୟଗଡା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ, ସଅଳ ମୌସୁମୀ ପାଇଁ ଏହି ଲଘୁଚାପ ସହାୟକ ହେବ । ଆଗାମୀ […]
ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]
ଶିଶୁ ଭବନରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ଅଭିଯୋଗ । ଘଟଣାକୁ ନେଇ ଶିଶୁ ଭବନ ଅଧିକ୍ଷକ ଡାକ୍ତର ପ୍ରଭାକର ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚିକିତ୍ସା ପାଇଁ ବିଦ୍ୟୁତ୍ ଵ୍ୟଵସ୍ଥା ଥିଲା । ଟର୍ଚ୍ଚ ଲାଇଟର ଆବଶ୍ୟକତା ନଥିଲା । ଏହା ଶିଶୁ ଭଵନକୁ ଵଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଛି । ସୂଚନାମୁତାବ ଗତକାଲି ରାତି ପ୍ରାୟ ୮ଟା ରେ ଜଣେ ଦୁଇବର୍ଷର ଶିଶୁ ମୁଣ୍ଡରେ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲା । […]
ପୁଣି ଥରେ ବୃଦ୍ଧି ପାଇଛି ସୂନା ରୂପା ଦର । କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୭୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ […]
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (ଏମଏମକେଭିଓ୍ବାଇ) ଅଧୀନରେ ବିଧବା ମହିଳାଙ୍କୁ ସାମିଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁ ପରମ୍ପରା ଅନୁଯାୟୀ ଜଣେ ସ୍ତ୍ରୀ ପାଇଁ ବିଧବା ହେବା କୌଣସି ଅଭିଶାପ ଠାରୁ କମ ନୁହେଁ । କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ଅନେକ ମହିଳାଙ୍କ ଜୀବନରେ ଉପହାର ଆଣି ଦେବାକୁ ଯାଉଛି । ବୁଧବାର […]
କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ ଦେଖିବାକୁ ମିଳେ। ହେଲେ ଏହି ବର୍ଷ, କାନ୍ସ ଫିଲ୍ମ ଫେଷ୍ଟିଭାଲ କେବଳ ସିନେମା ଏବଂ ରେଡ କାର୍ପେଟ ଗ୍ଲାମର ଭିତରେ ସୀମିତ ନାହିଁ ବରଂ ରାଜନୈତିକ ନାଟକର ମଧ୍ୟ ଅଂଶ ପାଲଟିଛି । କାନ୍ସରେ ରେଡ କାର୍ପେଟରେ ଭାରତୀୟ ମଡେଲ […]
ରାୟଗଡ/କୋଲନାରା:-ତା.୨୨/୦୫- ରାୟଗଡ ବ୍ଲକ ଓ କୋଲନାରା ବ୍ଲକ ସମିଳନୀ କକ୍ଷରେ ବାଲ୍ୟବିବାହ ନିବାରଣ ନିମନ୍ତେ ବ୍ଲକ ପ୍ରସଶାସନ ତରଫରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l ଅଳ୍ପ ବୟସରେ କିଶରୀ ବାଳିକା ମାନେ ଭଲପାଇ ମାତେତ୍ୱ ଲାଭ କରୁଛନ୍ତି ଓ କମ ବୟସରେ ବାହାଘର କରିଦେଉଥିବାର ଦେଖିବାକୁ ମିଳୁଥିବାରୁ ଏହାକୁ ରୋକିବା ପାଇଁ ବିଭିନ୍ନ ଗୋଷ୍ଠୀକୁ ସଚେତନତା କରାଯାଇଥିଲା l ସେଥିପାଇଁ ବ୍ଲକ ପ୍ରଶାସନ ର ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଶିଶୁ ସୁରକ୍ଷା […]
ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ସଲମାନଙ୍କ ମୁମ୍ବାଇରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ଜଣେ ଅଜଣା ମହିଳା ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଯାହା ପରେ ମୁମ୍ୱାଇ ପୋଲିସ ସେହି ମହିଳାଙ୍କୁ ଗିରଫ କରିଛି ।ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମହିଳା ଜଣକ ହାଇ-ପ୍ରୋଫାଇଲ୍ ଆପାର୍ଟମେଣ୍ଟର ସିକ୍ୟୁରିଟି […]
ବାଲେଶ୍ୱରରେ ନାବାଳିକା ସହ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଠାରେ ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଭୋଗରାଇ ଅଞ୍ଚଳର କିଛି ଅସାମାଜିକ ଯୁବକ । ଦୁଷ୍କର୍ମ ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ନାବାଳିକାଙ୍କୁ ଘର ଭିତରେ ବେକରେ ଦୌଡ଼ି ଦେଇ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମୃତ ନାବାଳିକାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ […]
