ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମିଲାନୀଙ୍କ ବଡ଼ ଝିଅ ଇଶା ଦେଓଲ। ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅଶାନ୍ତି ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଇଶା ଏବଂ ଭରତ ମିଳିତ ବିବୃତ୍ତି ଜାରି କରି ସେମାନଙ୍କ ଅଲଗା ହେବା ଘୋଷଣା କରିଛନ୍ତି।ବିବାହର ୧୨ ବର୍ଷ ପରେ ଦୁହେଁ ସେମାନଙ୍କର ସମ୍ପର୍କ ଶେଷ କରିଛନ୍ତି । ଇଶା ଏବଂ ଭରତଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି। କିନ୍ତୁ ଏହି ସମୟରେ ଇଶାଙ୍କ ପୁସ୍ତକ ବିଷୟରେ […]
ଗତ କିଛି ସମୟ ହେଲା ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଏବଂ ତାଙ୍କ ସ୍ୱାମୀ ଭରତ ତଖ୍ତାନୀଙ୍କ ମଧ୍ୟରେ ମତପାର୍ଥକ୍ୟର ଖବର ଆସୁଥିଲା। ଏଥିରେ ଏବେ ଇଶା ଓ ଭରତ ଏକ ମିଳିତ ବିବୃତ୍ତି ଜାରି କରି ସେମାନେ ଅଲଗା ହେଉଥିବା ନେଇ ଖବର ଉପରେ ମୋହର ଲଗାଇ ଦେଇଛନ୍ତି।ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ […]
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନମ କପୁର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ସମ୍ବାଦରେ ଅଧିକ ଥାଆନ୍ତି। ମହଙ୍ଗା ପୋଷାକ, କାର କିମ୍ବା ଘର ହେଉ, ସେ ପ୍ରତିଦିନ ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀକୁ ତାଙ୍କ ପ୍ରଶଂସକଙ୍କୁ ଦେଖାଇଥାନ୍ତି । ତେବେ ନିକଟରେ ସୋନମ କପୁର ଦିଲ୍ଲୀରେ ତାଙ୍କର ଏବଂ ଆନନ୍ଦ ଅହୁଜାଙ୍କ ଘରେ ଏକ ସ୍ଵତନ୍ତ୍ର ଲଞ୍ଚ ପାର୍ଟି ରଖିଥିଲେ। ସେ ଏହି ଲଞ୍ଚ ପାର୍ଟିର ଏବଂ ତାଙ୍କ ଘର ଭିତର ଫଟୋ ସେୟାର କରିଛନ୍ତି। ଯାହା […]
ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ। ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ଦେଖିବାକୁ ମିଳେ। ଅନନ୍ତ ଅମ୍ବାନୀ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଏବଂ ରାଧିକା ମର୍ଚାଣ୍ଟଙ୍କ ସହ ତାଙ୍କର ବିବାହ ହେବ। ଏବେ ଖବର ଆସିଛି ଯେ ବଲିଉଡର ସୁଇଟ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏହି […]
ଗର୍ଭାଶୟ କର୍କଟ ପାଇଁ ସଚେତନତା ଦେବା ପୁନମ୍ ପାଣ୍ଡେଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ହୋଇଛି । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ନିକଟରେ AICWA ସଭାପତି ସୁରେଶ ଗୁପ୍ତା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର ପୁନମଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଆସିଥିଲା, ଯେଉଁଥିରେ ଲେଖାଥିଲା […]
ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେ ଜୀବିତ । ଇନଷ୍ଟାଗ୍ରାମରେ ସେୟାର କରି କହିଲେ ମୁଁ ମରିନାହିଁ ବଞ୍ଚିଛି । ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ତାଙ୍କ ପିଆର ଟିମ ପୁନମଙ୍କ ମୃତ୍ୟୁକୁ ଖବରକୁ ନିଶ୍ଚିତ କରିଥିଲେ କିନ୍ତୁ ଏହା ବ୍ୟତୀତ ଆଉ କୌଣସି ସୂଚନା ନଥିଲା। ଆଜି ଶେଷରେ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆସିଛି। ଅଭିନେତ୍ରୀ ନିଜେ ଇନଷ୍ଟାରେ […]
ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦେଶକ ସାଧୁ ମେହେରଙ୍କର ପରଲୋକ ଘଟିଛି। ଶୁକ୍ରବାର ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଓ ବଙ୍ଗଳା ଆଦି ୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୪୦-୪୫ ହିନ୍ଦୀ ସିନେମା, ୩-୪ ବଙ୍ଗଳା ଓ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି।ମେହେରଙ୍କ ବିୟୋଗର ଉଭୟ ହିନ୍ଦୀ ଓ ଓଡ଼ିଆ […]
ବିବାଦୀୟ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି।। ଖାସ୍ କରି ଫ୍ୟାନ୍ସମାନେ ଏତେ ସହଜରେ ତାଙ୍କର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁନାହାଁନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା ।ତେବେ ତାଙ୍କ ମୃତ୍ୟୁ ଗର୍ଭାଶୟ କର୍କଟ ହେତୁ ହୋଇଥିବା ଜଣାପଡିଛି । ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ପ୍ରତିଟି […]
ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ ବଡ଼ ଅପ୍ଡେଟ୍ ଆସିଛି।ଖବର ଅନୁଯାୟୀ, ତେଜା ସଜାଙ୍କ ହନୁମାନ ଲୋକଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ବର୍ତ୍ତମାନ ନିର୍ମାତାମାନେ ଏହାର 3D ଭର୍ସନ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର […]
ସାଉଥ୍ର ସୁପରଷ୍ଟାର ଅଲୁ ଅର୍ଜୁନ। ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ଆଜିକାଲି ସାଉଥ ସୁପରଷ୍ଟାର ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ, କିନ୍ତୁ ଏହାପୂର୍ବରୁ ସେଟରୁ ତାଙ୍କର ଏକ ଫଟୋ ଲିକ୍ ହୋଇଛି।ଏହି ଫଟୋ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।ଅନ୍ଲାଇନ୍ରେ ଲିକ୍ ହେବା ପରେ ଅଭିନେତା ଅଲୁ […]
ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ହେଉଛି ନଦୀ । ଭାରତୀୟ ସଂସ୍କତିରେ ନଦୀକୁ ମା ବା ଦେବୀଙ୍କ ସ୍ବରୂପ ମନାଯାଏ । କିନ୍ତୁ ଭାରତରେ ଏକ ଏପରି ନଦୀ ରହିଛି ଯାହାକୁ ଦୁନିଆର ଏକମାତ୍ର ପୁରୁଷ ନଦୀ କୁହାଯାଇଥାଏ । କଥା ଟା ଶୁଣିଲେ କୌତୁହଳ ଲାଗିବା ସ୍ୱାଭାବିକ । କାରଣ ସାଧରଣତଃ ଭାରତୀୟ ସଂସ୍କୃତିରେ ନଦୀକୁ ସ୍ତ୍ରୀର ଆଖ୍ୟା ଦିଆଯାଇଛି । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ବ୍ରହ୍ମପୁତ୍ର ନଦୀକୁ କୌଣସି ଦେବୀ ରୂପେ ନୁହେଁ ବରଂ […]
ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍’। ଏହା ଆରମ୍ଭ ଦିନରୁ ହିଟ୍ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା ପରେ ‘ଫାଇଟର୍’ ଦ୍ୱିତୀୟ ଦିନରେ ଟିକେଟ ଓିଣ୍ଡୋରେ ବମ୍ପର ରୋଜଗାର କରିଥିଲା। ଫିଲ୍ମଟି ଖୁବ କମ ଦିନରେ ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି ୨୦୦କୋଟିରୁ ଅଧିକ […]
