ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକ

ରାମୋଜୀ ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ […]

କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ

ଗୁରୁବାର ଚଣ୍ଡୀଗଡ ଏୟାରପୋର୍ଟରେ ଦିଲ୍ଲୀ ଯିବା ସମୟରେ ଜଣେ ସିଆଇଏସଏଫ୍ ଯବାନ କଙ୍ଗନାଙ୍କୁ ଚାପୁଡା ମାରିଛନ୍ତି । କଙ୍ଗନାଙ୍କୁ ଚାପୁଡା ମାରିବା ପରେ ଉକ୍ତ ସିଆଇଏସଏଫ୍ ଯବାନଙ୍କୁ ହେପାଜତକୁ ନିଆଯାଇଛି । ତେବେ କଙ୍ଗନାଙ୍କ ଅଭିଯୋଗ ମୁତାବକ, ସେ ଦିଲ୍ଲୀ ଯିବା ପାଇଁ ଚେକିଂ କରିବା ସହ ବୋଡିଂ ପାଇଁ ଯାଉଥିଲେ । ଏହି ସମୟରେ କୁଲବିନ୍ଦର କୌର ନାମକ ଜଣେ ସିଆଇଏସଏଫ୍ ଯବାନ ତାଙ୍କୁ ଚାପୁଡା ମାରିଥିଲେ । ଏନେଇ କଙ୍ଗନା ସୁରକ୍ଷା କର୍ମୀଙ୍କ ବିରୋଧରେ […]

ବାପା ହେଲେ ବରୁଣ ଧାୱନ

ବଲିଉଡ୍‌ ଅଭିନେତା ବରୁଣ ଧାୱନ । ବିବାହର ୩ ବର୍ଷ ପରେ ସେ ଗୁଡନ୍ୟୁଜ୍‌ ଦେଇଛନ୍ତି। ବଲିଉଡ ଅଭିନେତା ବରୁଣ ଧାୱନ ଜଣେ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ୩ ଜୁନ୍ ୨୦୨୪ ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ବରୁଣଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି।ନତାଶାଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବରୁଣ ଧାୱନଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ବରୁଣଙ୍କ […]

କାହିଁକି ବ୍ରେକ୍‌ଅପ କଲେ ମଲାଇକା-ଅର୍ଜୁନ୍‌

ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ୨୦୧୯ରେ ଏହି ଦମ୍ପତି ଅଫିସିଆଲ ଭାବରେ ସେମାନଙ୍କର ସମ୍ପର୍କକୁ ନିଶ୍ଚିତ କରିଥିଲେ । ଉଭୟ ପ୍ରାୟତଃ ଏକାଠି ଦେଖାଯାଉଥିଲେ ଏବଂ ସୋସିଆଲ ମିଡିଆରେ ପରସ୍ପରର ଫଟୋରେ କମେଣ୍ଟ ମଧ୍ୟ କରନ୍ତି । ହେଲେ କିଛି ସମୟ ପୂର୍ବରୁ ଏହି କପଲଙ୍କର ବ୍ରେକଅପ୍ ହୋଇଥିଲା। କିନ୍ତୁ ଅର୍ଜୁନ କପୁର ଏବଂ ମଲାଇକା […]

ମାତ୍ର ୯୯ ଟଙ୍କାରେ ଦେଖିପାରିବେ ସମସ୍ତ ନୂଆ ଚଳଚ୍ଚିତ୍ର

ସ୍ୱଳ୍ପ ଚଳଚ୍ଚିତ୍ର ରିଲିଜ୍ ଏବଂ ଦର୍ଶକଙ୍କ ଆଗମନ ସଂଖ୍ୟା ହ୍ରାସ କାରଣରୁ ସଂଗ୍ରାମ କରୁଥିବା ପ୍ରେକ୍ଷାଳୟଗୁଡିକ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ଟିକେଟ୍ ପ୍ରଦାନ କରିବେ। ମଲ୍ଟିପ୍ଲେକ୍ସ ଏବଂ ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକ ମିଳିତ ହୋଇ ମେ ୩୧ ରେ ମାତ୍ର ୯୯ ଟଙ୍କାରେ ଦର୍ଶକଙ୍କୁ ସିନେମା ଦେଖିବାର ସୁଯୋଗ ପ୍ରଦାନ କରିବେ, ଯାହା ‘ସିନେମା ପ୍ରେମୀ ଦିବସ’ ଭାବରେ ପାଳନ କରାଯିବ। ଚଳିତ ଥର ସିନେପ୍ରେମୀ ଦିବସରେ ରାଜକୁମାର ରାଓ-ଜାହ୍ନବୀ କପୁରଙ୍କ ଫିଲ୍ମ […]

ବଲିଉଡ ସୁପରଷ୍ଟାର୍ ଶାହରୁଖ ଅସୁସ୍ଥ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି।ତେବେ ଅତ୍ୟଧିକ ଗରମ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ଅହମଦାବାଦର କେଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଶାହରୁଖ ଖାନ୍ । କେକେଆର୍ ଟିମକୁ ସମର୍ଥନ ଦେବା ପାଇଁ ଶାହରୁଖ୍ ଅହମଦାବାଦରେ ପହଞ୍ଚିଥିଲେ । ଏହା ପରେ ଅତ୍ୟଧିକ ଗରମ ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ […]

ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ଅନୁଭବ

ଯେତେ ଦିନ ଯାଏଁ ବଞ୍ଚିଥିବି ଓଡ଼ିଆ ବୋଲି ପରିଚୟରେ ବଞ୍ଚିବି। ଅନେକ କଥା ଅଛି ଯାହା କହିବି। ୧୧ ବର୍ଷ ବିଜୁ ଜନତା ଦଳରେ କାମ କଲି। ଦଳ ଯାହା ଦାୟିତ୍ଵ ଦେଇଛି ତାହା ମୁଁ ସୁଚାରୁ ରୂପେ ତୁଲାଇଛି। ଓଡ଼ିଶାର ହକ ଓ ଟେକ ପାଇଁ ସବୁବେଳେ ଚେଷ୍ଟା କରିଛି। ସେ ଦଳର ନେତୃତ୍ୱ ନେଇଥିଲେ ନବୀନ ବାବୁ ଆଜିର ବିଜେଡି ଦଳର ନେତୃତ୍ୱ ନବୀନ ବାବୁ ନେଉନାହାନ୍ତି । ମୋତେ ନବୀନ ପଟ୍ଟନାୟକଙ୍କ ସହ […]

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ।ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ଏନ୍ବଡବ୍ଲୁୁ ଜାରି କରି ଆସନ୍ତା ୨୩ ତାରିଖ ସୁଦ୍ଧା ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଘରୋଇ ହିଂସା ସଂପର୍କୀତ ମାମଲାରେ ଚାର୍ଜଫ୍ରେମ୍ ପାଇଁ […]

ହାଜର ହେଲେ ନାହିଁ ଅନୁଭବ ମହାନ୍ତି । ହୋଇପାରିଲାନି ଚାର୍ଜ ଫ୍ରେମ୍।

ହାଜର ହେଲେ ନାହିଁ ଅନୁଭବ ମହାନ୍ତି । ହୋଇପାରିଲାନି ଚାର୍ଜ ଫ୍ରେମ୍। ଅନୁଭବ ଓ ଦୁଇ ସହଯୋଗୀ ଆଜି ହାଜର ହେବାକୁ ନିର୍ଦ୍ଦେଶ ଥିଲା । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଲେ । କୋର୍ଟ ଆବେଦନକୁ ଗ୍ରହଣ କରି ସମୟ ଦେଲେ । ତେଣୁ ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋଟୟରେ ହାଜର ହେବେ ବୋଲି ସୂଚନା ରହିଛି । ବର୍ଷାାଙ୍କ ଦ୍ୱାରା ଦାଏର ମାମଲାର ଉପରେୀ […]

ଅଲଗା ହେବେ ଦୀପଭିର!

ବଲିଉଡ୍‌ର ଅତରଙ୍ଗୀ ଓ ମସ୍ତାନୀ କପଲ୍ ଦୀପିକା ପାଦୁକୋନ ଓ ରଣଭୀର ସିଂହ । ହେଲେ ବୈବାହିକ ଜୀବନରେ ଉଠିଛି ଝଡ । ଅଲଗା ହେବାକୁ ଯାଉଛନ୍ତି ଏହି ସେଲିବ୍ରିଟି କପଲ୍ । ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଉଭୟ ଇନଷ୍ଟାରେ ଥିବା ୩ବର୍ଷ ପୂର୍ବର ସମସ୍ତ ବିବାହ ଫଟୋକୁ ଡିଲିଟ କରିଛନ୍ତି। ଇନଷ୍ଟାରେ ରଣଭିରଙ୍କ ପ୍ରୋଫାଇଲରେ ମାତ୍ର ୧୩୩ପୋଷ୍ଟ ଅଛି। ସେହିପରି ଦୀପିସୂଚନା ଥାଉକି, ଏବେ ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ଅଛନ୍ତି […]

ରାମଙ୍କ ପାଇଁ ପ୍ରଚାର ମୈଦାନରେ ସୀତା ଓ ଲକ୍ଷ୍ମଣ । 

ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା ।ଆସନ୍ତା ୨୬ ତାରିଖରେ ଦ୍ୱିତୀୟ […]

ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ ।

ବରିଷ୍ଠ ଓଡ଼ିଆ ଅଭିନେତା ତଥା ନିର୍ଦେଶକ ସଚ୍ଚି ଦାସ(୮୮)ଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି।ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ସଚ୍ଚି ଦାସ । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ […]