ଏକ ରିସର୍ଚ୍ଚ ଅନୁସାରେ, ରେଡ୍ ମିଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ବିପଦ ବଢ଼ିଯାଇଥାଏ । ରକୁ ସଞ୍ଚାଳନରେ ବାଧା ସୃଷ୍ଟି କରେ ଏବଂ ହୃଦଘାତର ଆଶଙ୍କା ଅନେକ ଗୁଣ ବଢାଇ ଦିଏ |ଏହା ମଧୁମେହ, ହୃଦରୋଗ ଓ ହୃଦଘାତ, ଉଚ୍ଚରକ୍ତଚାପ, ମସ୍ତିଷ୍କଘାତ, ଫ୍ୟାଟି ଲିଭର୍, ଡିସ୍-ଲିପିଡେମିଆ, ନିଶ୍ୱାସପ୍ରଶ୍ବାସରେ, ଆଣ୍ଠୁଗଣ୍ଠି ବାତ ପ୍ରଜନନ କ୍ଷମତା ହ୍ରାସ ଆଦିର କାରଣ ହୋଇଥାଏ |ମିଶିଗନ୍ […]
ଆଜିକାଲି ଆପଣ ସମସ୍ତେ ଜାଣିଛନ୍ତି କି ଛୁଆର ପ୍ରଥମ ଖେଳନା ମୋବାଇଲ୍ ହୋଇଯାଇଛି, ଛୋଟ ଛୁଆଙ୍କ ହାତରେ ଫୋନ୍ ଆଉଥରେ ଦେଇଦେଲେ ସେ ଛାଡିବାକୁ ନାଁ ନିଅନ୍ତି ନାହିଁ । ଯଦି ଆପଣ ଜବରଦସ୍ତି ତାଙ୍କଠାରୁ ଛଡେଇବେ ତେବେ ସେ କାନ୍ଦି କାନ୍ଦି ବେଦମ୍ ହୋଇଯିବେ । କିନ୍ତୁ କଣ କେବେ ଆଅଣ ଭାବିଛନ୍ତି କି ଛୁଆଙ୍କୁ କେତେ କ୍ଷତି ପହଞ୍ଚାଇଥାଏ |ଯଦି ଆପଣଙ୍କ ପିଲାଙ୍କୁ ଆପଣ ଅନ୍ଧ ରୂପରେ ଦେଖିବାକୁ ଚାହୁଁ ନାହାଁନ୍ତି, ତାହାଲେ ଆଗୁଆ […]
ଶୀତ ଦିନେ ତ୍ୱଚା ରୁକ୍ଷ ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ। ଏଥିପାଇଁ ଫଟା ଓଠରେ ବାରମ୍ବାର ଲିପ୍ ବାମ ଲଗାଇ ଥାନ୍ତି। ହେଲେ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ଓଠ ଫାଟି ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯାଏ। ଏଭଳି ପରିସ୍ଥିତିରେ ଏହାର ବିଶେଷ ଯତ୍ନ ନେବା ମଧ୍ୟ ଜରୁରୀ ଅଟେ। ଏନେଇ ଏଥିରୁ ମୁକ୍ତି ପାଇବାକୁ ବଜାରରେ ଅନେକ ଉତ୍ପାଦ ମିଳୁଥିଲେ ମଧ୍ୟ ଏହା ଖୁବ ମହଙ୍ଗା ହୋଇଥାଏ। […]
ଶୀତଦିନରେ ମାତ୍ରାଧିକ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା। ବିଶେଷଜ୍ଞଙ୍କ ମତରେ କେଶ ଝଡିବା ମୁଖ୍ୟ କାରଣ ହେଉଛି ରୁପି। ମୁଣ୍ଡରେ ରୁପି ହେବା ଦ୍ବାରା କେଶ ଅଧିକ ଝଡିଥାଏ। ଯଦି ଆପଣ ଶୀତଦିନ ପ୍ରାରମ୍ଭରୁ ହିଁ କେଶର ଯତ୍ନ ନେବେ, ତେବେ ରୁପି ସମସ୍ୟା ସହଜରେ ଦୂର ହେବ ସହ କେଶ ଝଡିବ ବନ୍ଦ ହୋଇଥାଏ। ତେବେ ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ […]
ସାରା ବିଶ୍ୱକୁ କଲବଲ କରୁଛି କର୍କଟ ଭଳି ଗମ୍ଭୀର ରୋଗ । ଅଧିକାଂଶ ଲୋକ ଏହି ରୋଗରେ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଦାବି କରିଛି ଯାହା ସମଗ୍ର ବିଶ୍ୱ ପାଇଁ ଆରାମର ଖବର ଅଟେ । ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ […]
ମ୍ୟାଲେରିଆର ଏକ ନୂଆ ଭାକ୍ସିନ ଆଶାର କିରଣ ହୋଇ ଦେଖାଦେଇଛି । ଆଫ୍ରିକୀୟ ପିଲାଙ୍କ ଉପରେ ଏହି ଟିକାର ଫେଜ-୨(ବି)ର କ୍ଲିନିକାଲ ଟ୍ରାୟଲ କରାଯାଇଛି। ଅନ୍ତରୀଣ ପରିଣାମରୁ ଯାହା ଜଣାପଡିଛି ଭାକ୍ସିନ ସୁରକ୍ଷିତ ହୋଇଥିବା ବେଳେ ମଜଭୁତ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହିତ ଆଶାଜନକ ପ୍ରଭାବକାରୀ। ଆରଏସ୍ ୫.୧ ମ୍ୟାଟ୍ରିକ୍ସ-ଏମ ନାମକ ଏହି ଭାକ୍ସିନର ପରୀକ୍ଷଣ ଫଳାଫଳ ‘ଦି ଲେସେଣ୍ଟ ଇନଫେକ୍ସସ ଡିଜିଜ’ରେ ପ୍ରକାଶିତ ହୋଇଛି।ସୂଚାନମୂତାବକ ସଂକ୍ରମିତ ମାଈ ଆନୋଫିଲିସ୍ ମଶା କାମୁଡ଼ଲେ ପ୍ଲାସ୍ମୋଡିଅମ୍ […]
୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ଏପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍ଭିନ୍ କରାଯାଇଛି । କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ […]
ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ କରାଯାଇଛି। ସୂଚନାମୁତାବକ ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ […]
କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ସହ ଆଣ୍ଟିବାୟୋଟିକ ଖାଉଛନ୍ତି, ତେବେ ଔଷଧ ଖାଇବା ହଠାତ୍ ବନ୍ଦ କରନ୍ତୁ ନାହିଁ। ଡାକ୍ତର ଯେତେଦିନ ପର୍ଯ୍ୟନ୍ତ ଖାଇବାକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଔଷଧ […]
ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ? ପାରମ୍ପାରିକ ବାଣରେ ଆର୍ସେନିକ , ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ । ଗ୍ରୀନ କାକର […]
ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’। ଏ ବର୍ଷର ଥିମ୍ ରହିଛି-‘ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍ର ଅନ୍ୟନାମ ବ୍ରେନ୍ ଆଟାକ୍ ବା ମସ୍ତିଷ୍କାଘାତ। ଏଠାରେ ଜାଣିରଖିବା ଉଚିତ ଯେ, ଶରୀରର ସବୁ ଅଙ୍ଗ ତଥା କୋଷ ଭଳି ମସ୍ତିଷ୍କ ମଧ୍ୟ ଦରକାରକରେ ଅକ୍ସିଜେନ୍ ଏବଂ ପୁଷ୍ଟି। ଏହି ଅକ୍ସିଜେନ୍ ଏବଂ ପୁଷ୍ଟି ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକୁ […]
କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ CDSCO ଗୁଣବତ୍ତା […]