ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଏହି ଅବସରରେ ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟିଛନ୍ତି ଉପରାଷ୍ଟ୍ରପତି। ଓୟୁଏଟିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ପ୍ରମୁଖ ଯୋଗ ଦେଇଥିଲେ।ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି […]
ନାବାଳିକା ଝିଆରୀ ଘରେ ରହି ପାଠ ପଢୁଥିଲା I ମଉସା ଜବରଦସ୍ତ ବଳାହାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରୁଥିଲା। ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ । ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ ବୁଧବାର ଅଭିଯୁକ୍ତ ମଉସା ଜୟକୃଷ୍ଣ ନାୟକ ଓ ମାଉସୀ ଫୁଲନ୍ଧିନୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ଘର କନ୍ଧମାଳ ଜିଲାରେ […]
ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ । କ୍ୟାବିନ୍କୁ ହନିମୁନ୍ ସୁଟ୍ ଭଳି ସଜାଯାଇଛି । କ୍ୟାବିନ୍କୁ ରଙ୍ଗୀନ୍ ବେଲୁନ୍, ଲେସ୍ ଓ ଗୋଲାପ ଫୁଲରେ ସଜାଯାଇଛି । ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି । ଛୋଟ ଛୋଟ ଲାଇଟ୍ ଲାଗିଛି । ଫୁଲତୋଡ଼ା ରଖାଯାଇଛି । ଏଥିସହ କାନ୍ଥରେ ‘ଆଇ ଲଭ୍ ୟୁ’ ଲେଖାଯାଇଛି । ଯାତ୍ରୀ ନିଜ ସାଥୀଙ୍କୁ ସରପ୍ରାଇଜ୍ ଦେବାକୁ ଏପରି କରିଥିଲେ […]
ରାଜ୍ୟରେ ବର୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି ରହିଥିବାବେଳେ, ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ଏହି ନେଇ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ବନ୍ଧର ଚାରିଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ତେବେ ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା […]
ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ଧମକ ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟକୁ ଆଶଙ୍କା ସୃଷ୍ଟି କରିଛି। ଆମେରିକା ଗୁରୁବାର ପ୍ରତ୍ୟୁଷରେ ଇରାନ ଉପରେ ପୁଣି ଥରେ ବିମାନ ଆକ୍ରମଣ ଆରମ୍ଭ କରିଛି । ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହାର […]
ବିଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ପୁନର୍ବିଚାର ପାଇଁ କରାଯାଇଥିବା ଆବେଦନକୁ ଇସ୍କନ ପକ୍ଷରୁ ଖାରଜ କରାଯାଇଥିବା ସୂଚନା ମିଳିଛି ।ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା ବିବାଦ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା […]
ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହୋଇଛି । ହୀରାକୁଦ ଡ୍ୟାମ୍ର କର୍ତ୍ତୃପକ୍ଷ ସକାଳ 11ଟାରେ 4ଟି ଗେଟ୍ ଖୋଲି ଚଳିତ ସିଜିନ୍ର ପ୍ରଥମ ବନ୍ୟାଜଳ ଜଳଭଣ୍ଡାରରୁ ଛାଡିଛନ୍ତି । ଜଳଭଣ୍ଡାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।ଜଳ ନିଷ୍କାସନ ପ୍ରାୟ 1 ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଫଳରେ ତଳିଆ ଅଞ୍ଚଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ।। […]
ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ୱାଗତ ପାଇଁ ବିମାନବନ୍ଦରରେ ରାଜ୍ୟପାଳ । ଦିନ ୧୧ଟାରେ ଓୟୁଏଟିରେ କାର୍ଯ୍ୟକ୍ରମ । ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ । ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର ।ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପ୍ରୋଟୋକଲ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି, ଭିଡ଼ ନିୟନ୍ତ୍ରଣ, ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଚିକିତ୍ସା […]
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗୁରୁବାର କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ନେଇ […]
ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ଶଙ୍କରପୁର ସମୁଦ୍ରରେ ଅଘଟଣ । ଜୁଲାଇ ୨ ତାରିଖରୁ ମା କାଳୀ ଟ୍ରଲର ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡ କୁ ଅବଗତ କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବି […]
ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ଶଙ୍କରପୁର ସମୁଦ୍ରରେ ଅଘଟଣ । ଜୁଲାଇ ୨ ତାରିଖରୁ ମା କାଳୀ ଟ୍ରଲର ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡ କୁ ଅବଗତ କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବି […]
ଆଜି ବେଲଗୁଣ୍ଠା ଏନ୍.ଏ.ସି.ର ଅଧ୍ୟକ୍ଷଙ୍କ ନେତୃତ୍ବରେ ୧୩ ଜଣ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସାନିଟେସନ କର୍ମଚାରୀଙ୍କ ଏକ ପ୍ରତିନିଧୂ ଦଳ ରାୟଗଡ଼ ପୌରପରିଷଦକୁ ଏକ ଏକ୍ସପୋଜର ଭିଜିଟ୍ରେ ଆସିଥିଲେ। ଏହି ଗସ୍ତର ମୂଳଉଦ୍ଦେଶ୍ୟ ଥୁଲା ରାୟଗଡ଼ ପୌରପରିଷଦରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା,ସ୍ବଚ୍ଛତା ବ୍ୟବସ୍ଥା ଏବଂ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା। ରାୟଗଡ଼ପୌରପରିଷଦରେ ପହଞ୍ଚିବା ପରେ ପ୍ରତିନିଧୂ ଦଳକୁ ପୌରାଧ୍ଯକ୍ଷ, ନିର୍ବାହୀ ଅଧୂକାରୀ ଏବଂ ସମସ୍ତ […]
