author

ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ

ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ । କ୍ୟାବିନ୍‌କୁ ହନିମୁନ୍‌ ସୁଟ୍‌ ଭଳି ସଜାଯାଇଛି । କ୍ୟାବିନ୍‌କୁ ରଙ୍ଗୀନ୍‌ ବେଲୁନ୍‌, ଲେସ୍‌ ଓ ଗୋଲାପ ଫୁଲରେ ସଜାଯାଇଛି । ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି । ଛୋଟ ଛୋଟ ଲାଇଟ୍‌ ଲାଗିଛି । ଫୁଲତୋଡ଼ା ରଖାଯାଇଛି । ଏଥିସହ କାନ୍ଥରେ ‘ଆଇ ଲଭ୍‌ ୟୁ’ ଲେଖାଯାଇଛି । ଯାତ୍ରୀ ନିଜ ସାଥୀଙ୍କୁ ସରପ୍ରାଇଜ୍‌ ଦେବାକୁ ଏପରି କରିଥିଲେ […]

୩୬ରୁ ୪୮ ଘଣ୍ଟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି, ମହାନଦୀକୁ ଓହ୍ଲାଇବା ଓ ସେଲ୍ ଫି କୁ କଟକଣା

ରାଜ୍ୟରେ ବର୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି ରହିଥିବାବେଳେ, ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ଏହି ନେଇ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ବନ୍ଧର ଚାରିଟି ଗେଟ୍‌ ଦେଇ ପାଣି ଛଡ଼ାଯାଉଛି । ତେବେ ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା […]

ଇରାନରେ ଆମେରିକାର ମନଇଚ୍ଛା ଆକ୍ରମଣ

ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ଧମକ ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟକୁ ଆଶଙ୍କା ସୃଷ୍ଟି କରିଛି। ଆମେରିକା ଗୁରୁବାର ପ୍ରତ୍ୟୁଷରେ ଇରାନ ଉପରେ ପୁଣି ଥରେ ବିମାନ ଆକ୍ରମଣ ଆରମ୍ଭ କରିଛି । ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହାର […]

ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ !

ବିଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ପୁନର୍ବିଚାର ପାଇଁ କରାଯାଇଥିବା ଆବେଦନକୁ ଇସ୍କନ ପକ୍ଷରୁ ଖାରଜ କରାଯାଇଥିବା ସୂଚନା ମିଳିଛି ।ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା ବିବାଦ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା […]

ଖୋଲିଲା ହୀରାକୁଦ ଡ୍ୟାମ୍‌ର 4ଟି ଗେଟ୍‌, ପ୍ରତି ସେକେଣ୍ଡରେ ପ୍ରାୟ 70 ହଜାର କ୍ୟୁସେକ ଜଳ ନିଷ୍କାସନ

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ହୋଇଛି । ହୀରାକୁଦ ଡ୍ୟାମ୍‌ର କର୍ତ୍ତୃପକ୍ଷ ସକାଳ 11ଟାରେ 4ଟି ଗେଟ୍ ଖୋଲି ଚଳିତ ସିଜିନ୍‌ର ପ୍ରଥମ ବନ୍ୟାଜଳ ଜଳଭଣ୍ଡାରରୁ ଛାଡିଛନ୍ତି । ଜଳଭଣ୍ଡାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।ଜଳ ନିଷ୍କାସନ ପ୍ରାୟ 1 ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଫଳରେ ତଳିଆ ଅଞ୍ଚଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ।। […]

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ୱାଗତ ପାଇଁ ବିମାନବନ୍ଦରରେ ରାଜ୍ୟପାଳ । ଦିନ ୧୧ଟାରେ ଓୟୁଏଟିରେ କାର୍ଯ୍ୟକ୍ରମ । ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ । ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର ।ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପ୍ରୋଟୋକଲ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି, ଭିଡ଼ ନିୟନ୍ତ୍ରଣ, ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଚିକିତ୍ସା […]

୧୨ ଯାଏଁ ଭିଜିବ ଓଡ଼ିଶା, ପ୍ରବଳ ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗୁରୁବାର କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ନେଇ […]

ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୂଦ୍ର ରେ ନିଖୋଜ ହେଲେ ୧୫ ଜଣ ମତ୍ସ୍ଯଜିବୀ

ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ଶଙ୍କରପୁର ସମୁଦ୍ରରେ ଅଘଟଣ । ଜୁଲାଇ ୨ ତାରିଖରୁ ମା କାଳୀ ଟ୍ରଲର ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡ କୁ ଅବଗତ କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବି […]

ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୂଦ୍ର ରେ ନିଖୋଜ ହେଲେ ୧୫ ଜଣ ମତ୍ସ୍ଯଜିବୀ

ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ଶଙ୍କରପୁର ସମୁଦ୍ରରେ ଅଘଟଣ । ଜୁଲାଇ ୨ ତାରିଖରୁ ମା କାଳୀ ଟ୍ରଲର ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡ କୁ ଅବଗତ କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବି […]

ଆଜିର ରାଶିଫଳ(୯ ଜୁଲାଇ, ୨୦୨୬)

ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]

ରାୟଗଡ଼ ପୌରପରିଷଦରେ ବେଲଗୁଣ୍ଠା ଏନ୍.ଏ.ସି. ପ୍ରତିନିଧ ଦଳର ଏକ୍ସପୋଜର ଭିଜିଟ୍ : କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ବଚ୍ଛତା ବ୍ୟବସ୍ଥାର ଅନୁଧ୍ୟାନ

ଆଜି ବେଲଗୁଣ୍ଠା ଏନ୍.ଏ.ସି.ର ଅଧ୍ୟକ୍ଷଙ୍କ ନେତୃତ୍ବରେ ୧୩ ଜଣ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସାନିଟେସନ କର୍ମଚାରୀଙ୍କ ଏକ ପ୍ରତିନିଧୂ ଦଳ ରାୟଗଡ଼ ପୌରପରିଷଦକୁ ଏକ ଏକ୍ସପୋଜର ଭିଜିଟ୍‌ରେ ଆସିଥିଲେ। ଏହି ଗସ୍ତର ମୂଳଉଦ୍ଦେଶ୍ୟ ଥୁଲା ରାୟଗଡ଼ ପୌରପରିଷଦରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା,ସ୍ବଚ୍ଛତା ବ୍ୟବସ୍ଥା ଏବଂ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା। ରାୟଗଡ଼ପୌରପରିଷଦରେ ପହଞ୍ଚିବା ପରେ ପ୍ରତିନିଧୂ ଦଳକୁ ପୌରାଧ୍ଯକ୍ଷ, ନିର୍ବାହୀ ଅଧୂକାରୀ ଏବଂ ସମସ୍ତ […]

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ,ଇରାନକୁ ପୁଣି ଟ୍ରମ୍ପଙ୍କ ଖୋଲା ଧମକ,’ଆଜି ରାତିରେ ପ୍ରଚଣ୍ଡ ଆକ୍ରମଣ

ଇରାନ ସହିତ ଶାନ୍ତି ଚୁକ୍ତି ଭାଙ୍ଗି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ସହ ସାରା ବିଶ୍ୱକୁ ଚିନ୍ତାରେ ପକାଇଛନ୍ତି । ଆଉ ଚୁକ୍ତି ଭାଙ୍ଗିବାର କିଛି ଘଣ୍ଟା ପରେ ହିଁ ଇରାନକୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଇଛନ୍ତି । ସେ କହିଛନ୍ତି, ‘ଆମେ ଆଜି ରାତିରେ ସେମାନଙ୍କ ଉପରେ ବଡ଼ ଆକ୍ରମଣ କରିବୁ ।’ତୁର୍କୀର ରାଜଧାନୀ ଅଙ୍କାରାରେ ଚାଲିଥିବା ନାଟୋ (NATO) ସମ୍ମିଳନୀ ଅବସରରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା […]