author

ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ପରେ ଚେତିଲା ଶ୍ରମ ବିଭାଗ, ଏବେ ପ୍ରତ୍ୟେକ ବ୍ଲକରେ ହେବ ଦାଦନ ସର୍ଭେ

ସାରା ରାଜ୍ୟରେ ଦାଦନ ଶ୍ରମିକ ପାଇଁ ଏକ ବଡ଼ ରାକେଟ୍ କାମ କରୁଛି। ନିକଟରେ ତାମିଲନାଡୁ ଚିଙ୍ଗୁଡି ଫାକ୍ଟ୍ରିରେ ଘଟିଥିବା ଆମୋନିଆ ଗ୍ୟାସ ଅଘଟଣରେ କେନ୍ଦୁଝରର ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣଙ୍କ ପ୍ରାଣହାନୀ ଘଟିଛି। ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ସାଂଘାତିକ ତଥ୍ୟ କହୁଛି, ଏମାନଙ୍କ ଭିତରୁ କିଛି ଜଣଙ୍କ ଆଧାର କାର୍ଡକୁ ଟ୍ୟାଂପରିଂ କରି ଦାଦନ ଶ୍ରମିକ ଭାବେ ପଠାଯାଇଥିଲା। ଖାଲି କେନ୍ଦୁଝର କାହିଁକି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦାଦନ ସମସ୍ୟା ବଡ଼ ଉତ୍କଟ। ନିରୀହ […]

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ

କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ପଶ୍ଚିମବଙ୍ଗର ବାରୁଇପୁର ଘଟଣାରେ ବିକ୍ଷୋଭ ପ୍ରଦର୍ଶନବେଳେ ଏଭଳି ଏକ ଘଟଣାର ସାମ୍ନାକୁ ଆସିଛି । ଦିଦି ରାଗି ଯାଇଥିବା ମଧ୍ୟ ନଜର ଆସିଛନ୍ତି । ମମତା ମାଇକ୍ରୋଫୋନ ଧରି ସାରାରଣ ଶୈଳୀରେ ଜନତାଙ୍କୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ତାଙ୍କ […]

ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ୪୪୦ କୋଟି ଜମା ଥିବା ଟିଏମସିର ତିନି ଆକାଉଣ୍ଟ ଫ୍ରିଜ୍ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଦେଇଛି । ଆର୍ଥିକ ହେରଫେର ସହ ଜଡ଼ିତ ଏକ ମାମଲାରେ, ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଟିଏମସିର ୪୪୦ କୋଟି ଟଙ୍କା ଫ୍ରିଜ୍ କରିଛି । ୪୪୦.୪୨ କୋଟି ଟଙ୍କା ତ୍ରୁଣମୂଳ କଂଗ୍ରେସର ତିନୋଟି ପ୍ରାଇଭେଟ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ରହିଛି । ଅଧିକାରୀଙ୍କ ଅନୁସାରେ, ମଙ୍ଗଳବାର କୋଲକାତାର ପାଞ୍ଚଟି ସ୍ଥାନରେ ଚଢ଼ଉ କରାଯାଇଥିଲା ।ଅଧିକାରୀଙ୍କ କହିବା ଅନୁସାରେ, ଇଡିର […]

ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: କନକ ବର୍ଦ୍ଧନ ସିଂହଦେଓ

ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ୟ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏବେ ପିଏମ ସୂର୍ଯ୍ୟ ଘର ଯୋଜନାକୁ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସମେତ ଅନ୍ୟ ଆବାସ ଯୋଜନା ସହ ସାମିଲ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଏହା ସେମାନଙ୍କ ଇଚ୍ଛାଧୀନ ରହିବ । ଆମର ଲକ୍ଷ୍ୟ ହେଉଛି ପିଏମ୍ […]

ପୁଣେରେ ଭୁଶୁଡ଼ିଲା ୩ ମହଲା ବିଲିଡିଂ, ଅନେକ ଲୋକ ଫସିଥିବା ଆଶଙ୍କା

ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି ପଡ଼ିଛି। ଆଶଙ୍କା କରାଯାଉଛି ଯେ ୧୫ ରୁ ୨୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ଏବଂ ବର୍ତ୍ତମାନ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଚାଲିଛି।ସୂଚନା ମୁତାବକ, ମୋଶୀରେ ଅଳିଆ ଡିପୋ ନିକଟରେ ସ୍ଥିତ ୱେଷ୍ଟ-ଟୁ-ଏନର୍ଜି ପ୍ରୋଜେକ୍ଟରେ ପ୍ରବଳ […]

ଆଜି ୫୪ତମ ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ ଇଣ୍ଡିଆକୁ ଏକ ନୂତନ ପରିଚୟ ଦେଇଥିଲେ। ଏପର୍ଯ୍ୟନ୍ତ ଲୋକମାନେ କେବଳ ତାଙ୍କ କାହାଣୀ ଶୁଣିଥିଲେ। ଖୁବଶୀଘ୍ର ସେମାନେ ଏହାକୁ ବଡ଼ ପରଦାରେ ଦେଖିପାରିବେ।୨୦୦୨ ମସିହାରେ ଭାରତ ଇଂଲଣ୍ଡ ବିପକ୍ଷରେ ନେଟୱେଷ୍ଟ ସିରିଜର ଫାଇନାଲ୍ ମ୍ୟାଚ୍ ଖେଳିଥିଲା ଏବଂ ଐତିହାସିକ ବିଜୟ ହାସଲ କରିଥିଲା । ଏହା ପରେ ସୌରଭ […]

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟ ବ୍ଲୁ-ଇକୋନୋମି ଏବଂ ମତ୍ସ୍ୟ କ୍ଷେତ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କର ଏହି ଗସ୍ତ । ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ଏବଂ ରାଜଭବନ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ଗାଡ଼ିର ସୁରକ୍ଷିତ ଯାତାୟାତ […]

ସାଇବର ଠକେଇର ଶୀଘ୍ର ପଞ୍ଜୀକରଣ-ତଦନ୍ତ ପାଇଁ ‘ଇ-ଜିରୋ FIR’ ବ୍ୟବସ୍ଥା

ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ। ଏହି ବ୍ୟବସ୍ଥାରେ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ CCTNS(Crime and Criminal Tracking Network […]

ଭୁବନେଶ୍ୱର କୋର୍ଟକୁ ବୋମା ଧମକ 

ଭୁବନେଶ୍ୱର କୋର୍ଟକୁ  ବୋମା ଧମକ କଲ । ବୋମା ଧମକ ମିଳିବା ପରେ କୋର୍ଟ ଭିତରୁ କାମ ଛାଡି ଭୟରେ ସମସ୍ତେ ବାହାରକୁ ବାହାରିଛନ୍ତି। ଏଥିସହିତ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ବିଭିନ୍ନ ସ୍ଥାନରେ ଛାନଭିନ କରାଯାଉଛି।ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ବର କୋର୍ଯକୁ ସମାନ ଧମକ ମିଳିସାରିଛି। କିନ୍ତୁ ତଲାସି ବେଳେ କିଛି ମିଳିନଥାଏ। ବରଂ ଗୁଜବ ବୋଲି ଜଣାପଡ଼ିଥାଏ। […]

ପ୍ରକାଶ ପାଇଲା ମେରିଟ ଲିଷ୍ଟ । ପ୍ରଥମ ପର୍ଯ୍ୟାୟରେ ୪,୨୯,୨୧୯ ଛାତ୍ରଛାତ୍ରୀ ମନୋନୀତ 

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ ମଧ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ କଟ୍-ଅଫ୍ ସହ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ରେଭେନ୍ସାର କଳା ବିଭାଗରେ ୮୧ ପ୍ରତିଶତ, ବିଜ୍ଞାନ ବିଭାଗରେ ୯୩.୪୦ ପ୍ରତିଶତ ଏବଂ ବାଣିଜ୍ୟ ବିଭାଗରେ ୮୨.୪୦ ପ୍ରତିଶତ କଟ୍-ଅଫ୍ ରହିଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ […]

ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ,ଆସନ୍ତା କାଲି ଖୋଲିବ ୪ ଗେଟ୍

ଆସନ୍ତା କାଲି ନିଷ୍କାସିତ ହେବ ହୀରାକୁଦରୁ ପ୍ରଥମ ବନ୍ୟା ଜଳ । ଏ ନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।ତାଙ୍କ ସୂଚନା ଅନୁଯାୟୀ, ଦିନ ୧୧ଟାରେ ହୀରାକୁଦର ୪ଟି ଗେଟ୍ ଖୋଲାଯିବ ।ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ପାଣି ବନ୍ଧକୁ ପ୍ରବେଶ କରୁଛି । ଜଳପ୍ରବାହର ପରିସ୍ଥିତି ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ଆହୁରି କିଛି ଗେଟ୍ […]

ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୟୁପିରୁ ଆଉ ଜଣକୁ ଗିରଫ କଲା NIA

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ । ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA । ରୋହନକୁ ୟୁପିରୁ ଗିରଫ କରାଯାଇଛି । ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ ।୨୦୨୬ ଜାନୁଆରୀ ୨୭ ତାରିଖରେ ଘଟିଥିଲା ବିସ୍ଫୋରଣ । […]