ପଡ଼ିଆରେ ଟ୍ରାଭିସ୍ ହେଡ୍ ଓ ବିରାଟ କୋହଲି ମଧ୍ୟରେ ହୋଇଥିବା ବଚସା ଓ ହାଣ୍ଡ୍ସେକ୍ ଘଟଣାକୁ ନେଇ ବିବାଦ କମିବାର ନାଁ ଧରୁ ନାହିଁ । ଏହି ଘଟଣାକୁ ପ୍ରଶଂସକମାନେ ଭୁଲିପାରୁନାହାନ୍ତି । ଟ୍ରାଭିସ୍ଙ୍କ ପତ୍ନୀ ଜେସିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାରକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଧମକ ଓ ଅସଭ୍ୟ ଭାଷାରେ ଗାଳି ଦିଆଯାଉଛି। ଏପରିକି ତାଙ୍କ ବନ୍ଧୁବାନ୍ଧବମାନଙ୍କୁ ବି ଗାଳି ଦିଆଯାଉଛି।ସେ ପ୍ରକାଶ କରିଛନ୍ତି ଯେ ପୂର୍ବରୁ ୨୦୨୩ […]
ଓଡ଼ିଶା ଉପକୂଳରେ କୋଣାର୍କ ବନଖଣ୍ଡ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ପ୍ରାୟ ୪୩ ହଜାରରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ଶାବକ ନିଜର ନୂତନ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି । ବନବିଭାଗର ସଫଳ ସଂରକ୍ଷଣ ଯୋଗୁଁ ସୁରକ୍ଷିତ ଭାବେ ନୀଳ ଜଳରାଶି ମଧ୍ୟକୁ ପ୍ରବେଶ କରିଛନ୍ତି ଅଲିଭ ରିଡଲେ ଶାବକ ।ଚଳିତ ବର୍ଷ ବନବିଭାଗ ପକ୍ଷରୁ କୋଣାର୍କ ବନଖଣ୍ଡର ବିଭିନ୍ନ କଇଁଛ ସୁରକ୍ଷା କେନ୍ଦ୍ରରୁ ମୋଟ ୪୫୮ଟି ବସାରୁ ୫୩ ହଜାର ୫୩୨ଟି ଅଲିଭ୍ ରିଡ୍ଲେ ଅଣ୍ଡା […]
ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସୋମବାର (ମେ’ ୨୫) ତୈଳ କମ୍ପାନୀଗୁଡ଼ିକ ଉଭୟ ଇନ୍ଧନ ମୂଲ୍ୟରେ ୨.୫ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଦର ବୃଦ୍ଧି ଅଟେ। ସକାଳ ୬ଟାରୁ ନୂଆ ଦର ଲାଗୁ ହେବା ପରେ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨.୬୧ ବୃଦ୍ଧି ପାଇ ଲିଟର ପିଛା ୧୦୨.୧୨ ରେ ପହଞ୍ଚିଛି, ଯେତେବେଳେ ଡିଜେଲ ୨.୭୧ ବୃଦ୍ଧି […]
ଆକାଶରୁ ନିଆଁ ବର୍ଷୁଛି । ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା ।ରବିବାର ୨୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ପଶ୍ଚିମର ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିଲା । ସବୁଠୁ ଉତ୍ତପ୍ତ ଥିଲା ଟିଟିଲାଗଡ଼, ଏଠି ତାପମାତ୍ରା ୪୫.୮ ଡିଗ୍ରୀ ଛୁଇଁଥିଲା ।ଆହୁରି ୫ଦିନ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ବୟୋଶ୍ରେଷ୍ଠ,ନିଃସହାୟ ,ଅସହାୟ ମାନଙ୍କର ସହାୟ।ଯେଉଁଠାରେ ୫୦ ଜଣ ଅନ୍ତେବାସୀ ବୃଦ୍ଧବୃଦ୍ଧା ଆଶ୍ରୟ ଗ୍ରହଣ କରି ସୁଖଶାନ୍ତି ରେ କାଳାତିପାତ କରୁଛନ୍ତି। ଆଜିକାଲି ଆଧୁନିକ ସଭ୍ଯ ସମାଜରେ ଉଚ୍ଚ ଶିକ୍ଷିତ ବ୍ଯକ୍ତି ମାନେ ହୋଟେଲ ମଲ୍ ଆଦି ବଡ଼ ବଡ଼ ଆତ୍ଯାଧୁନିକ ରେଷ୍ଟୁରାଂଟରେ ଜନ୍ମ ଦିବସ ପାଳନ କରୁଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁସ୍ମନ୍ତ ସ୍ବାଇଁ ଙ୍କ ପତ୍ନୀ ନୈସର୍ଗୀକା ସୋନାଲୀ ମାନସିଂହ ନିଜ ଜନ୍ମ ଦିବସ […]
ଅପରାଧ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପIPS ଓ OPS ସ୍ତରରେ ବଡ଼ଧରଣର ଅଦଳବଦଳ। କାହାକୁ ମିଳିଲା କେଉଁ ଦାୟିତ୍ୱ… ଦେଖନ୍ତୁ ପୂରା ତାଲିକା…
ମାଟି ତଳୁ ବାହାରିଛି ପ୍ରାୟ ୨ ହଜାର ବର୍ଷ ତଳର ଏକ ସମୃଦ୍ଧ ଓ ବିକଶିତ ସହର । ରେଢ଼ାଖୋଲ ଉପଖଣ୍ଡ ପୁରୁଣାଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତଖନନରୁ ମିଳିଛି ପ୍ରାଚୀନ ସଭ୍ୟତାର ଏକ ଗୁପ୍ତ ଇତିହାସ ।ଏଠାରୁ କେବଳ ମାଟିପାତ୍ର କିମ୍ବା ଅଳଙ୍କାର ନୁହେଁ, ବରଂ ତାମ୍ର ଯୁଗର ପଥର କୁରାଢ଼ି ସହ ପ୍ରାୟ ୫୦ ହଜାର ବର୍ଷ ତଳର ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି । ଯାହା ଏହି ଅଞ୍ଚଳରେ ଏକଦା ଏକ ବଡ଼ […]
ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା। ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁକ୍ରବାର ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ତିଗିରିଆ ବ୍ଲକ ଠାରେ ବିଜେପି ପ୍ରାୟୋଜିତ କିଛି ଦୁର୍ବୃତ୍ତ ତାଙ୍କୁ ହିଂସାତ୍ମକ ଭାବେ ଅଟକାଇବା ସହ ଧମକଚମକ ଦେଇଥିଲେ ଏବଂ ଶାରୀରିକ ଭାବେ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ୍ କାମ କରିଛନ୍ତି । ଏହା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ […]
ଟ୍ରାକ୍ଟରରେ ପଡିଲା ହାତକଡ଼ି। ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ପକାଗଲା ହାତକଡ଼ି। ଅନ୍ୟକେହି ନୁହେଁ ଖୋଦ ପୋଲିସ ପକାଇଲା ହାତକଡ଼ି। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା କୁଶଳଦା ଫାଣ୍ଡିରୁ। ସୂଚନା ଅନୁସାରେ, ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ସେଥିରେ ପୁଲିସ ପକାଇଲା ହାତକଡ଼ି। ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା […]
ବିଦ୍ୟୁତ ଚାହିଦା ବଢ଼ିବାରୁ ଓପିଟିସିଏଲର କଡ଼ା ପଦକ୍ଷେପ। ଓପିଟିସିଏଲ୍ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି। ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ କଡ଼ା ପ୍ରଶାସନିକ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ […]
ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା ଫ୍ଲିଟର ଅଂଶ ଥିବା ଏହି ହେଲିକପ୍ଟରରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ଜଣେ ମେଜର ଏବଂ ଜଣେ ମେଜର ଜେନେରାଲ ଥିଲେ।ଏହି ଦୁର୍ଘଟଣା ଗତ ମେ ୨୦ ତାରିଖରେ ଘଟିଥିଲା, ଯାହାକୁ ଆଜି ସକାଳେ (ମଇ ୨୩) ଅଧିକାରୀମାନେ ନିଶ୍ଚିତ କରିଛନ୍ତି।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେନାର ଜଣେ ଅଧିକାରୀ […]
