ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁଅ ଆନନ୍ଦ କହିଛନ୍ତି ଯେ ତାଙ୍କର ଅନ୍ତିମ ସଂସ୍କାର ୧୩ ଏପ୍ରିଲ ଅପରାହ୍ନ ୪ଟାରେ ହେବ ଏବଂ ଲୋକମାନେ ସକାଳ ୧୧ଟାରୁ ତାଙ୍କ ମାତା ଆଶା ଭୋଁସଲେଙ୍କ ଘରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ଆଶା ଭୋଁସଲେ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ […]
ମହାକୁମ୍ଭରୁ ଭାଇରାଲ୍ ହୋଇଥିବା ମୋନାଲିସା ଭୋସଲେ ପୁଣି ଚର୍ଚ୍ଚାରେ । କେରଳର ଏକ ମନ୍ଦିରରେ ନିଜ ମୁସଲିମ ପ୍ରେମିକ ପରମାନଙ୍କୁ ବିବାହ କରିଥିଲେ ମୋନାଲିସା । କିନ୍ତୁ ତାଙ୍କ ବାପାଙ୍କ ଅଭିଯୋଗ ପରେ ମୋନାଲିସା ନାବାଳିକା ଥିବା ଜଣାପଡ଼ିଥିଲା । ଏହା ପରେ ଫରାମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି ।ଏବେ ତାଙ୍କ ସ୍ୱାମୀ ଫରମାନ ବଡ଼ ଦାବି କରିଛନ୍ତି । ମୋନାଲିସା ତାଙ୍କୁ ଛାଡି ପଳାଇଥିବାବେଳେ ତାଙ୍କୁ ଖୋଜିବା ଲାଗି ସେ […]
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏକ ବିବୃତ୍ତିରେ କହିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଏହା ୧୩ ଏପ୍ରିଲ୍ ସ୍ଥାନୀୟ ସମୟ ସକାଳ ୧୦ଟାରୁ ଇରାନ ବନ୍ଦରକୁ ସମସ୍ତ ସାମୁଦ୍ରିକ ପରିବହନକୁ ଅବରୋଧ କରିବା ଆରମ୍ଭ କରିବ। ଇରାନ ସହ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଟ୍ରମ୍ପ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ କହିଛନ୍ତି, କୌଣସି ବି ଜାହାଜ ଏହି ପଥ ଦେଇ ଯାତାୟାତ କରିପାରିବେ ନାହିଁ । ଯଦି […]
ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ।କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପନ୍ନ ହେବ, ସେଥିପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯାଇଛି । ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।ସେହିପରି ସବୁ ରତ୍ନ ଅଳଙ୍କାରର […]
୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମସି ଏବଂ ସୂଚନା ଓ ଲୋକସମ୍ପର୍କ […]
ଆସନ୍ତା 17 ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରୁ ଆଭ୍ୟନ୍ତରୀଣ ସବୁଠି କବବଲ୍ କରିବ ଗରମ ଓ ଗୁଳୁଗୁଳି । ଆଜିଠାରୁ ଅସହ୍ୟ ଖରା, ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆହୁରି 5 ଦିନ ତାତିରୁ ନିସ୍ତାର ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଡଃ.ରାଜଶ୍ରୀ । ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲା ଯଥା:- ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, […]
ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ, ନୟାଗଡ଼ ଏବଂ ‘ମୈତ୍ରୀ ଯୁବ ସଂସଦ’ର ମିଳିତ ଆନୁକୁଲ୍ୟରେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ […]
ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଭୋସଲେ । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଙ୍ଗୀତ ଜଗତରେ ୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି ।ସେ ବିଭିନ୍ନ ଭାଷା ଏବଂ ଧାରାରେ ଅସଂଖ୍ୟ ଗୀତ ଗାଇଛନ୍ତି ।ସେ ପଦ୍ମ ବିଭୂଷଣ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି । ସେ ୧୯୩୩ ସେପ୍ଟେମ୍ବର ୮ରେ ସେ ମହାରାଷ୍ଟ୍ରର […]
ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
ଆଜି କେନ୍ଦ୍ର ସରକାର ହାଇ-ସ୍ପିଡ୍ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ଟଙ୍କା ପ୍ରତି ଲିଟର ଓ ଇନଫ୍ରା ସେସ୍ ୩୬ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି।ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ୨୧.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୫୫.୫ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ହାଇସ୍ପିଡ୍ ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ଓ ସେସ୍ ମଧ୍ୟ ବଢାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ, ହାଇ-ସ୍ପିଡ୍ ଡିଜେଲ୍ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟିକୁ […]
ଆମେରିକା-ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ କାରଣରୁ ଭାରତ ସମେତ ସାରା ବିଶ୍ବରେ ତୈ ଏବଂ ଇନ୍ଧନର ସଙ୍କଟ ଦେଖିବାକୁ ମିଳିଛି। ତେବେ ଏହା ଭିତରେ ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି ,ଯେଉଁମାନେ ମେସ ରେ ଏହି ୫ କେଜିକିଆ ସିଲିଣ୍ଡର ଉପରେ […]
