ଆଜି କେନ୍ଦ୍ର ସରକାର ହାଇ-ସ୍ପିଡ୍ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ଟଙ୍କା ପ୍ରତି ଲିଟର ଓ ଇନଫ୍ରା ସେସ୍ ୩୬ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି।ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ୨୧.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୫୫.୫ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ହାଇସ୍ପିଡ୍ ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ଓ ସେସ୍ ମଧ୍ୟ ବଢାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ, ହାଇ-ସ୍ପିଡ୍ ଡିଜେଲ୍ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟିକୁ […]
ଆମେରିକା-ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ କାରଣରୁ ଭାରତ ସମେତ ସାରା ବିଶ୍ବରେ ତୈ ଏବଂ ଇନ୍ଧନର ସଙ୍କଟ ଦେଖିବାକୁ ମିଳିଛି। ତେବେ ଏହା ଭିତରେ ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି ,ଯେଉଁମାନେ ମେସ ରେ ଏହି ୫ କେଜିକିଆ ସିଲିଣ୍ଡର ଉପରେ […]
ଗାଈ କ୍ଷୀର ପିଇ ଭୟଭୀତ ଲୋକେ। ଇଞ୍ଜେକ୍ସନ ନେବା ପାଇଁ ଚିକିତ୍ସାଳୟରେ ଲାଗିଛି ଲମ୍ବା ଲାଇନ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ। ସୂଚନାଯୋଗ୍ୟ ଯେ, ଉମରକୋଟ ସହରର ୧୨ ନମ୍ବର ୱାର୍ଡର ଅଶ୍ରୁ ରାୟ ଲୋକଙ୍କୁ ଗାଈ କ୍ଷୀର ବିକ୍ରି କରନ୍ତି l କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ଗାଈ ପ୍ରଥମ କରି ବାଛୁରୀ ଜନ୍ମ ଦେଇଥିବାରୁ ମାଲିକ ଶ୍ରଦ୍ଧାରେ ୱାର୍ଡର ଅନେକ ଘରେ କ୍ଷୀର ବାଣ୍ଟିଥିଲେ । […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଅନୁବାଦ ଯୋଗୁଁ ସମଗ୍ର ବିଶ୍ୱରେ ଭାଷା, ସଂସ୍କୃତି ମଧ୍ୟରେ ଦୂରତା କମିବା ସମ୍ଭବ ହୋଇପାରିଛି। ବିଶ୍ୱର କୋଣେ ଅନୁକୋଣେ ଥିବା ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଖରେ ବିଭିନ୍ନ ଭାଷା, ସାହିତ୍ୟ , ସଂସ୍କୃତି ପହଞ୍ଚିବାର ପ୍ରମୁଖ ମଧ୍ୟମ ହେଉଛି ଅନୁବାଦ। ପ୍ରତ୍ୟେକ ଭାଷାର ନିଜସ୍ବ ଶୈଳୀ ଏବଂ ବିଶିଷ୍ଟତା ରହିଛି, ଅନୁବାଦ କଲାବେଳେ ଅନୁବାଦକ ଏଥିପ୍ରତି ଯଥେଷ୍ଟ ସତର୍କ ହେବା ଦରକାର। ସର୍ବୋପରି ଭାରତ ଭଳି ଏକ ବହୂଭାଷୀ ଦେଶରେ ଅନୁବାଦ ତଥା ଅନୁବାଦକଙ୍କ ଭୂମିକା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୩ର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ନୂଆଗାଁଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର […]
ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି ।ପୁଷ୍ପା ୩ର ଚର୍ଚ୍ଚା ମଧ୍ୟରେ ଅଲ୍ଲୁଙ୍କ ଆଗାମୀ ପିଲ୍ମ ରାକାର ପୋଷ୍ଟର ଜାରି ହେବା ମାତ୍ରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ନାଁ ପ୍ରଥମେ AA22xA6 […]
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୬ରେ ଏକ ନୂଆ କାହାଣୀ ଲେଖିବାକୁ ଯାଉଛନ୍ତି ବିସ୍ଫୋରକ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ୧୫ ବର୍ଷର ଏହି ବ୍ୟାଟର ଯାହା କରିଛନ୍ତି, ତାହା କୌଣସି ଫିଲ୍ମ ସ୍କ୍ରିପ୍ଟଠୁ କମ ନୁହେଁ।ବିରାଟ କୋହଲି ମଧ୍ୟ ବୈଭବଙ୍କ ଶୈଳୀକୁ ପସନ୍ଦ କରିଥିଲେ ଏବଂ ତାଙ୍କ ପାଇଁ ଦୁଇଟି ଶବ୍ଦରେ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି।ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, ଯେତେବେଳେ ବୈଭବ ବର୍ତ୍ତମାନ ହିଁ […]
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ ଯୁବତୀ ଘରେ କେହି ନ ଥିବା ସମୟରେ ଘରର ଶିଡ଼ି ତଳେ ନିଜ ଉପରେ କେରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି ।ଘରେ କେହି ଜଣେ ଚିତ୍କାର କରିବା ଶୁଣି ସାହି ପଡ଼ୋଶୀ ପାରଳାଖେମୁଣ୍ଡି ଥାନାକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଆସି ଘର ଲୋକଙ୍କୁ ଖବର ଦେଇ ଘରେ ଦେଖିବା […]
ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍ସି) ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଓରିଜିନାଲ ଏସ୍ଏଲ୍ସି ହଜିଯାଇଥିଲେ କିମ୍ବା ନଷ୍ଟ ହୋଇଥିଲେ ଏହାର ନକଲ କପି ପାଇବା ପାଇଁ ଅନେକ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ଏବେ ସରକାର ଡୁପ୍ଲିକେଟ୍ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ଏସ୍ଏଲ୍ସିର ନକଲ ଦେଇପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ […]
ଉତ୍ତରପ୍ରଦେଶ ମଥୁରା ଜିଲ୍ଲା ବୃନ୍ଦାବନ ଯମୁନା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ତେବେ ଅଘଟଣ ଘଟିବା ପୂର୍ବର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭକ୍ତମାନେ ଖୁସିର ସହ ରାଧେ ରାଧେ ଗାଉଥିଲେ । ହଠାତ ଡଙ୍ଗା ବୁଡ଼ିବାକୁ ଲାଗିଥିଲା । ଏହି ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।ଭିଡିଓରେ ଦେଖାଯାଇଛି କି,ଭକ୍ତମାନେ ଆନନ୍ଦରେ “ରାଧେ-ରାଧେ” ମନ୍ତ୍ର ଗାନ କରୁଥିଲେ, […]
ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ଖୁବଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡିଶା ଟିମ ଯିବ । ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟିଓ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ । ମେଗା ପ୍ରକଳ୍ପର ଦାୟିତ୍ୱ ୫ ବର୍ଷ ପାଇଁ ଏକ ଏଜେନ୍ସି ନେବ […]
ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ ।ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି। ୨ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି।ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ […]
