author

ଓଡିଶାରେ ପ୍ରାୟତଃ ସରିଛି ମାଓ ଲଢେଇ, ମାତ୍ର ଫେରିନି ସବୁ ଲୁଟ ଅସ୍ତ୍ର: ସଞ୍ଜୀବ ପଣ୍ଡା

ଓଡ଼ିଶାରେ ନକ୍ସଲ ଦମନ ସଫଳ । ରାଜ୍ୟରେ ପ୍ରାୟ ଆଉ ମାଓବାଦୀଙ୍କ ଭୟ ନାହିଁ । ମାଓମୁକ୍ତ ଭାରତ ଡେଡଲାଇନର ଶେଷ ଦିନରେ ଏଭଳି କିଛି କହିଛନ୍ତି ADG ସଂଜୀବ ପଣ୍ଡା । ନକ୍ସଲ ମୁକ୍ତ ଦେଶ ଘୋଷଣା ପରଠାରୁ ଓଡ଼ିଶାରେ ମୋଟ୍ ୧୫୬ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ବିରୋଧରେ ଶସ୍ତ୍ର ଉଠାଇଥିବା ୨୭ଜଣ ମାଓବାଦୀଙ୍କୁ ନିହତ କରାଯାଇଛି ।୩୫୯ ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି ।କାଲିଠୁ ଆଉ ଆତ୍ମସମର୍ପଣ ସୁଯୋଗ […]

ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ

ରାଜ୍ୟରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ ଆବଶ୍ୟକତା ଥିବା ବେଳେ ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ପ୍ରକଳ୍ପ ଉପରେ ପ୍ରଶ୍ନବାଚୀ ଲଗାଇଛି ।ଏଥିସହିତ, ସରକାରଙ୍କ ଦ୍ବାରା “Sustainable Urban Mobility Transition Plan for Odisha” ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । […]

କଟକ ହାଇକୋର୍ଟ ଆଗରେ ଗାଡି ଜଳିବା ଘଟଣା: ଜଣେ ମହିଳା ଅଟକ 

ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡି ସମ୍ପୁର୍ଣ୍ଣ ଜଳିଯାଇଛି । ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ […]

ନିଶିକାନ୍ତ ଦୁବେ ଜଣେ ଶିଳ୍ପ ଦଲାଲ: ତାରା ପ୍ରସାଦ

ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବୟାନକୁ ନେଇ ରାଜ୍ୟ​‌ ରାଜନୀତିରେ ଝଡ ସୃଷ୍ଟି କରିଛି। ଏନେଇ ରାଜ୍ୟରେ  ବିଭିନ୍ନ ଦଳ ଏହାକୁ ବିରୋଧ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି ।ନିଶିକାନ୍ତ  ଦୁବେଙ୍କୁ ଦେଶଦ୍ରୋହ ଆଇନରେ  ଗିରଫ କରିବା ନେଇ ଦାବି କରିଛନ୍ତି କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡାମ। ଅନ୍ୟପଟେ ଜାତି ଧର୍ମ ନିର୍ବିଶେଷରେ ବିଜୁ ବାବୁ ଆମର ସ୍ୱାଭିମାନ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । […]

ଜଙ୍ଗଲ ନିଆଁ ଲିଭାଇବା ପାଇଁ AI ବ୍ୟବହାର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଏଆଇ ବନ୍ଦ କରିବ ଜଙ୍ଗଲ ନିଆଁ। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ବାରା ଜଙ୍ଗଲ ନିଆଁ ଲିଭାଉଛନ୍ତି ସରକାର। ଏନେଇ ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।AI ଆଧାରିତ ସଫ୍ଟୱେର୍ Bi-Spectral 360° PTZ କ୍ୟାମେରା, Al-Based Data Processing and Analysis Unit,ମେସ ନେଟୱାର୍କ (Mesh Network), Al-ଆଧାରିତ ବିଶ୍ଳେଷଣ ୟୁନିଟ୍ ଓ ମଲ୍ଟି-ଲେଭେଲ ଆଲର୍ଟ ବ୍ୟବସ୍ଥା ମାଧ୍ୟମରେ SMS,WhatsApp, ଇମେଲ୍ ଏବଂ Dashboard ମାଧ୍ୟମରେ […]

ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ: ପୃଥ୍ୱୀରାଜ ହରିଚନ୍ଦନ

ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ । ସରକାରଙ୍କ ସଜ୍ଞାନକୁ ଆସିଛି କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଭଳି ମନ୍ତବ୍ୟ ଅପରିଣାମ ଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହେଁ । ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉ କେହି ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ନଦେବାକୁ ଅନୁରୋଧ କରାଯାଉଛି । ଏହାକୁ ନେଇ ରାଜନୀତି କଲେ ବିଜୁଙ୍କ ସମ୍ମାନ ପ୍ରତି ଆଘାତ ହେବ । […]

ଆଜି ପୁଣି ବଢ଼ିଲା ସୁନା-ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୯,୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୬,୮୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୯,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୬,୮୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।

ଇଣ୍ଟରନ୍ୟାସନାଲ ଟ୍ରାନ୍ସଜେଣ୍ଡର ଡେ ଅଫ୍ ଭିଜିବିଲିଟି।

ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖରେ ପାଳନ କରାଯାଏ। ଏହା ଟ୍ରାନ୍ସଜେଣ୍ଡର ଲୋକଙ୍କ ଜୀବନ, ସଫଳତା ଏବଂ ସମାଜରେ ସେମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏକ ଅନ୍ତର୍ଜାତୀୟ ଦିବସ। ଏହି ଦିନରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ବିଭେଦ, ହିଂସା ଏବଂ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରାଯାଏ। ଏହି ଦିବସର ଆରମ୍ଭ ୨୦୦୯ ମସିହାରେ ହୋଇଥିଲା। ଏହାର ପ୍ରତିଷ୍ଠାତା ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍ ରାଜ୍ୟର ଟ୍ରାନ୍ସଜେଣ୍ଡର କର୍ମୀ ରାଚେଲ୍ କ୍ରାଣ୍ଡାଲ୍ କ୍ରକର୍। ସେ ଟ୍ରାନ୍ସଜେଣ୍ଡର […]

ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକା ଆକ୍ରମଣ କରିବା ପରେ ଏନପିଟିରୁ ଓହରିବ ଇରାନ !

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂଆ ମୋଡ଼ ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭିଯାନ ଶେଷ କରିବାକୁ ସଙ୍କେତ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନର ଗୁରୁତ୍ୱପୂର୍ଣ୍ଣ ସାମରିକ ହବ୍ ”ଇସଫାହାନ” ଉପରେ ଶକ୍ତିଶାଳୀ ”ବଙ୍କର-ବଷ୍ଟର” ବୋମା ସାହାଯ୍ୟରେ ଆକ୍ରମଣ କରିଛି। ଏହି ଅପରେସନରେ ୨,୦୦୦ ପାଉଣ୍ଡ ବିଶିଷ୍ଟ ଅନେକ ବିସ୍ଫୋରକ ବ୍ୟବହାର କରାଯାଇ ଇରାନର ଭୂତଳ ଗୋଳାବାରୁଦ କେନ୍ଦ୍ରକୁ ଧ୍ୱଂସ କରାଯାଇଛି। ଏହି ଆକ୍ରମଣର ଏକ […]

ଜାପାନ ଟିକାକୁ ଆମଦାନୀ ଲାଗି ସୁପାରିଶ, ଦେଶକୁ ଖୁବ୍ ଶୀଘ୍ର ମିଳିପାରେ ପ୍ରଥମ ଡେଙ୍ଗୁ ଟିକା

ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମିଳିପାରେ ଅନୁମତି । ଏଥିପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିବା ଜଣାପଡ଼ିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO)ର ଏକ ବିଶେଷଜ୍ଞ କମିଟି ଜାପାନର ବାୟୋଫାର୍ମା କମ୍ପାନୀ ‘ଟାକେଡା’ ଦ୍ୱାରା ପ୍ରସ୍ତୁତ ଡେଙ୍ଗୁ ଟିକାକୁ ଭାରତ ଆମଦାନୀ କରିବା ପାଇଁ ସୁପାରିସ କରିଛି ।ଏହି ଟିକାର ବ୍ୟାପକ ବୈଶ୍ୱିକ ଏବଂ ଭାରତୀୟ କ୍ଲିନିକାଲ ତଥ୍ୟକୁ ଅନୁଧ୍ୟାନ କରିବା ପରେ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) କହିଛି ଯେ, ଏହା ଏକ […]

ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍‌ ଯୋଗାଣ

କୌଣସି ଆହାରକେନ୍ଦ୍ର ଗ୍ୟାସ୍‌ ଯୋଗୁଁ ବନ୍ଦ ହେବନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍‌ ଓ ପେଟ୍ରୋଲିଅମ୍‌ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି ଆହାରକେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ […]

ନକ୍ସଲ ମୁକ୍ତ ଭାରତ ଡେଡ୍‌ଲାଇନ୍‌ର ଆଜି ଶେଷ ଦିନ, ଅନେକ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ

ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ, ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସେମାନଙ୍କ ପାଇଁ […]