author

ଗଜପତିଙ୍କ ଅନୁରୋଧ ସତ୍ତ୍ୱେ ଇସ୍କନ୍‌ର ଅଦିନିଆ ଯାତ୍ରା , ବାର୍କେଲେରେ ସ୍ନାନଯାତ୍ରାକୁ ନେଇ ବିବାଦ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଇସ୍କନ୍‌ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ତେଜିଛି ବିବାଦ । ଆମେରିକା କାର୍ଲିଫର୍ନିଆର ବର୍କଲି ଅଂଚଳରେ ଥିବା ସର୍ବ ପୁରାତନ ଇସ୍କନ୍ ମନ୍ଦିରରେ ଆଜି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ । ଆସନ୍ତା ଅଗଷ୍ଟ ୨୩ ତାରିଖ ରବିବାର ଦିନ ରଥଯାତ୍ରା ଆୟୋଜନ କରାଯିବ । ବାରମ୍ବାର ଚିଠି ସ୍ବତ୍ତେ ଶୁଣୁନି ଇସ୍କନ । ଆମେରିକାରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆ ଅଦିନିଆ […]

ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡ଼ିଆ, ଜଣେ ନିଖୋଜ

ଶ୍ରାବଣ ସୋମବାରରେ ଅଘଟଣ । ଅନୁଗୋଳରେ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଲିଙ୍ଗରା ନାଳରେ ଭାସିଗଲେ ଦୁଇ କାଉଡ଼ିଆ। ଟିପରସିଂହା ମନ୍ଦିରରେ ଜଳାଭିଷେକ ପାଇଁ ପାଣି ନେବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍‌ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ […]

କାହିଁକି ଶ୍ରାବଣ ମାସରେ ଶିବ ମନ୍ଦିରରେ  ଶିବଙ୍କ ଉପରେ ଜଳଲାଗି ହୁଏ ?

ଶ୍ରାବଣ ମାସରେ ଶିବଙ୍କ ଉପରେ ଜଳଲାଗି କଲେ ବହୁତ ପୁର୍ଣ୍ୟ ମିଳିଥାଏ | ପୌରାଣିକ ମାନ୍ୟତା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ହଳାହଳ ବିଷକୁ ଭଗବାନ ଶିବ ନିଜ କଣ୍ଠରେ ଧାରଣ କରିଥିଲେ। ସେହି ବିଷର ଜ୍ୱାଳାକୁ ଶାନ୍ତ କରିବା ପାଇଁ ଦେବତା ଓ ଭକ୍ତମାନେ ତାଙ୍କ ଉପରେ ଜଳାଭିଷେକ କରିଥିଲେ। ସେହି ଦିନଠାରୁ ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ କରିବାର ପରମ୍ପରା ଚାଲିଆସୁଛି ।ଶ୍ରାବଣ ସୋମବାର ଦିନ ଖାଲି ଜଳ ଅର୍ପଣ କରିବା ମଧ୍ୟ […]

ଆଜି ବିଶ୍ୱ ସିଂହ ଦିବସ । ନନ୍ଦନକାନନରେ ବଢ଼ୁନାହିଁ ସିଂହ ସଂଖ୍ୟା

ଆଜି ବିଶ୍ୱ ସିଂହ ଦିବସ । ସିଂହ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ସିଂହ ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ । ଏବେ ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏଥିପାଇଁ ୧୦ ଅଗଷ୍ଟ ୨୦୧୩ ମସିହାଠାରୁ ବିଶ୍ୱ ସିଂହ ଦିବସ ପାଳନ କରାଯାଇଆସୁଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ସିଂହଙ୍କ ସଂଖ୍ୟା କମି ପୃଥିବୀରେ ୩୦ ହଜାରରୁ ୨୦ ହଜାର ମଧ୍ୟରେ ରହିଛି। […]

ଅଗଷ୍ଟ ୧୩ରେ ଲଘୁଚାପ : ପୂର୍ବ ଓ ଉତ୍ତର ଓଡିଶାରେ ଜଳ ପ୍ରଳୟ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବୈଜ୍ଞାନିକ ବିଶ୍ଵଜିତ ସାହୁଙ୍କ କହିବାନୁସାରେ ୧୩-୧୪ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ […]

ଆଜିର ରାଶିଫଳ(୧୦ ଅଗଷ୍ଟ, ୨୦୨୬)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]

ଆଜିର ରାଶିଫଳ(୯ ଅଗଷ୍ଟ, ୨୦୨୬)

ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହା ଆଦୌ ପାଳନୀୟ ନୁହେଁ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ସିଧାସଳଖ ଅତିକ୍ରମ କରେ, ପୂର୍ଣ୍ଣ ସୂର୍ଯ୍ୟପରାଗ ହୁଏ । ଏହା ସୂର୍ଯ୍ୟାଲୋକକୁ ସମ୍ପୂର୍ଣ୍ଣ ଅବରୋଦ୍ଧ […]

୫-ଷ୍ଟାର୍ ହୋଟେଲରେ ଏକ୍ସପାୟାରି ଖାଦ୍ୟ, ରେଡ୍ ବେଳେ ମିଳିଲା ବାସି ମାଛ ଓ ମାଂସ

ବେଙ୍ଗାଲୁରୁର ବହୁ ପ୍ରତିଷ୍ଠିତ ୩-ତାରକା ଓ ୫-ତାରକା ହୋଟେଲଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଚଢ଼ାଉ ବେଳେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ରାଜ୍ୟର ଫୁଡ୍ ସେଫ୍ଟି ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ ଏକ୍ସପାୟାରି ଖାଦ୍ୟ, ଫିମ୍ପି ଲାଗିଥିବା ପରିବା ଏବଂ ଅସ୍ୱଚ୍ଛ ପରିବେଶରେ ରୋଷେଇ ଓ ଷ୍ଟୋରେଜ୍ ବ୍ୟବସ୍ଥା ଦେଖିବାକୁ ମିଳିଛି। କେତେକ ହୋଟେଲରେ ଆମିଷ ଓ ନିରାମିଷ ଖାଦ୍ୟ ଏକାଠି ରଖାଯାଇଥିବା ବେଳେ ‘ଏଫଏସଏସଏଆଇ’ ନିୟମାବଳୀର ଉଲ୍ଲଂଘନ […]

ହନି ଟ୍ରାପ୍‌ରେ IAF ୱିଙ୍ଗ କମାଣ୍ଡର୍, ପାକିସ୍ତାନକୁ ସମ୍ବେଦନଶୀଳ ପ୍ରତିରକ୍ଷା ସୂଚନା ଦେଇ ଗିରଫ

ଭାରତୀୟ ବାୟୁସେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସ ଜଣେ ୱିଙ୍ଗ କମାଣ୍ଡରଙ୍କୁ ସମ୍ବେଦନଶୀଳ ପ୍ରତିରକ୍ଷା ସୂଚନା ଲିକ୍ କରିଥିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ ଆକ୍ଟର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ତଦନ୍ତକାରୀମାନେ କଥିତ ସୂଚନା ଲିକ୍‌ର ପରିସ୍ଥିତି ଏବଂ ଏଥିରେ ସମ୍ପୃକ୍ତ ନେଟୱର୍କର ଯାଞ୍ଚ କରୁଛନ୍ତି।ଦିଲ୍ଲୀ ପୁଲିସ ଅନୁଯାୟୀ, ୱିଙ୍ଗ କମାଣ୍ଡରଙ୍କୁ ଏକ ଫିଲ୍ଡ […]

ଅଗଷ୍ଟ ୯ରୁ ୧୭ ଯାଏଁ ରାଜ୍ୟବ୍ୟାପୀ ପାଳିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବ ।ଏହି ଅଭିଯାନର ସଫଳ ରୂପାୟନ ପାଇଁ ଓଡ଼ିଆ […]

ନାବାଳିକା ଅପହରଣ କରି ଦୁଷ୍କର୍ମ ! ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଖବର । ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ କୁନା ସିଂ ନାମକ ଯୁବକଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣକ କରିଥିବା ଆପତ୍ତିଜନକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ନାବାଳିକାଙ୍କ ପରିବାର ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ […]