ଆଜି (୩ ଅକ୍ଟୋବର ୨୦୨୬, ଆଶ୍ୱିନ ମୂଳାଷ୍ଟମୀ) ଠାରୁ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ବିମଳାଙ୍କ ବିଶ୍ୱପ୍ରସିଦ୍ଧ ‘ଷୋଡ଼ଶଦିନାତ୍ମକ ପୂଜା’ ବା ଶାରଦୀୟ ଷୋଳପୂଜା ଆରମ୍ଭ ହୋଇଛି। ଏହି ବିଶେଷ ଅବସରରେ ମା’ଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ଆଦି ଗୁପ୍ତ ଓ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି।ଆଜି ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇ ଏହି ପୂଜା ମହାବିଜୟା ଦଶମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ଧରି ଚାଲିବ।ଦିନଗୁଡ଼ିକରେ […]
ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏସିଆଡ୍ରେ ମହିଳା ହକିରେ ଭାରତ ଚାମ୍ପିଅନ ହେବାର ଗୌରବ ଲାଭ କରିଛି । ସ୍ୱର୍ଣ୍ଣ ସହ ମହିଳା ଦଳ ସିଧାସଳଖ ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି । ତେବେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମର ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର । ସେହିପରି ଟିମର ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫ ଲକ୍ଷ ୫୦ […]
ଓଡ଼ିଶା ବିଜେପିରେ ସଂଗଠନକୁ ମିଳିବ ବଳ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ।ବିଜେପି ପକ୍ଷରୁ ସେପ୍ଟେମ୍ବର ୨୩ରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।ଏହି ଦୁଇ ନେତାଙ୍କ ଗସ୍ତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ହେବ। ସାଙ୍ଗଠନିକ ଜିଲ୍ଲାଗୁଡ଼ିକର ପ୍ରଭାରୀଙ୍କ ସହ ଦଳର ସ୍ଥିତି, ସାଙ୍ଗଠନିକ କାର୍ଯ୍ୟକଳାପ ଓ ତୃଣମୂଳସ୍ତରରେ ଦଳର କାର୍ଯ୍ୟକୁ ନେଇ ଆଲୋଚନା କରାଯିବ। […]
ପଶ୍ଚିମବଙ୍ଗର ଏକ ଆରଟିଓ ନାଁରେ କରୁଥିଲେ ଠକେଇ । ଆରଟିଓ ନାଁରେ ନକଲି କାଗଜପତ୍ର ଦେଇ କାଟୁଥିଲେ ଚାଲାଣ । ଆଉ ଏହି ନକଲି ପେପର ପ୍ରିଣ୍ଟ କରି ବିକ୍ରି କରୁଥିବା ଯୁବକକୁ ଗିରଫ କରି କୋର୍ଟ ପଠାଇଛି ପୋଲିସ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ।ଅଭିଯୁକ୍ତ ନିଜକୁ ଆରଟିଓ ସହ ଜଡିତ ବ୍ୟକ୍ତି ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ […]
ମୁମ୍ବାଇର ଚର୍ଚ୍ଚିତ ମିଠୀ ନଦୀ ସଫେଇ ଦୁର୍ନୀତି ମାମଲାରେ ବଡ଼ ଅପଡେଟ୍ । ବଲିଉଡ୍ ଅଭିନେତା ଡିନୋ ମୋରିଆଙ୍କୁ ୬ ଘଣ୍ଟା ଧରି ମାରାଥନ୍ ପଚରାଉଚରା କରିବା ପରେ ଏବେ ମାମଲାରେ ଗିରଫଦାରୀ ହୋଇଛି ।୬୫ କୋଟି ଟଙ୍କାର ଏହି କଥିତ ଦୁର୍ନୀତି ମାମଲାରେ ବିଏମସିର ସାନିଟେସନ୍ ଠିକା ଏବଂ ଆର୍ଥିକ ଅନିୟମିତତାକୁ ନେଇ ତଦନ୍ତ ଚାଲିଛି । ନଦୀ ସଫେଇ ପାଇଁ ଅଣାଯାଇଥିବା ବିଶେଷଜ୍ଞ ମେସିନ୍, ଫାଙ୍କା ବିଲ୍ ଏବଂ ଟଙ୍କା କାରବାରକୁ ନେଇ ତଦନ୍ତକାରୀ […]
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଶେଷ ହେବା ପରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ନାମ ପଞ୍ଜୀକରଣ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥିରେ ବୁଥ ଲେବଲ ଅଫିସର (ବିଏଲଓ) ଲୋକଙ୍କ ଘରକୁ ଘର ବୁଲି ଭୋଟର ଲିଷ୍ଟର ଯାଞ୍ଚ କରିବେ, ଏହା ସହିତ ସେମାନେ ଭୋଟର ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କୁ ଏହାର ରିପୋର୍ଟ ଦେବେ। ଲୋକଙ୍କ ନାମ ଯୋଡିବାକୁ […]
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ମହିଳା ହକି ଟିମ୍ ୪୪ ବର୍ଷ ପରେ ପୋଡ଼ିୟମର ଶୀର୍ଷରେ ସ୍ଥାନ ପକ୍କା କରିଛି । ଫାଇନାଲରେ ଚୀନକୁ ୧-୦ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଐତିହାସିକ ବିଜୟ ପରେ ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିମର ଚମତ୍କାର ପ୍ରଦର୍ଶନ, ଉତ୍କୃଷ୍ଟ ଟିମ୍ୱର୍କ ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା […]
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମିଡିଆ ସେଲ ଟିମ ଗଠନ କଲେ ବିଜେଡି ସୁପ୍ରିମୋ । ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମୁଖ୍ୟ ସଂଯୋଜକ ଭାବେ ଅରୁଣ ସାହୁଙ୍କ ଦାୟିତ୍ୱ । ବରିଷ୍ଠ ସଂଯୋଜକ ହେଲେ ଦେବେଶ ଆଚାର୍ଯ୍ୟ ଓ ବୈଦ୍ୟୁତିକ ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି । ସେହିପରି ପ୍ରିଣ୍ଟ ମିଡିଆ ମୁଖ୍ୟ ସଂଯୋଜକ ହେଲେ ସଞ୍ଜୟ ଦାସ ବର୍ମା । ବରିଷ୍ଠ ସଂଯୋଜକ ଭାବେ ଗୌତମ ବୁଦ୍ଧ ଦାସ ଓ ସଂଯୋଜକ ପ୍ରିୟବ୍ରତ ମାଝୀଙ୍କୁ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଧେୟକ ୨୦୨୬କୁ ତାଙ୍କର ଔପଚାରିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ଏହି ଆଇନକୁ ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପୁରା ହୋଇଛି।୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନିଜର ସହମତି ପ୍ରଦାନ କରିଛନ୍ତି। ଏହା ସହିତ ଗୁଜରାଟ ସରକାର ଅକ୍ଟୋବର ୧, ୨୦୨୬ରେ ଏକ ଗେଜେଟ୍ ବିଜ୍ଞପ୍ତି […]
ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା । ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ । ସୂଚନା ଅନୁଯାୟୀ, ବିମାନଟି ରାତି ୧୧ଟା ୫ ମିନିଟ୍ରେ ଭୁବନେଶ୍ୱରରୁ ଉଡ଼ାଣ ଭରିବ। ପରଦିନ ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ବ୍ୟାଙ୍କକ୍ରେ ପହଞ୍ଚିବ। ପୁଣି ବିମାନ ସେବା ଆରମ୍ଭ ହେବା ଫଳରେ ଉଭୟ ସହର ମଧ୍ୟରେ ଯାତାୟାତ ଅଧିକ ସୁବିଧାଜନକ ହେବ।ଦୀର୍ଘ ବ୍ୟବଧାନ […]
ରାଜପଥରେ ଯାତାୟାତ କରୁଥିବା ଦିବ୍ୟାଙ୍ଗଜନଙ୍କ ପାଇଁ ସରକାର FASTag ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଟୋଲ୍ ଟ୍ୟାକ୍ସରୁ ଛାଡ଼ ପାଉଥିବା ‘Exempted FASTag’କୁ ଆଉ ପ୍ରତିବର୍ଷ ନବୀକରଣ କରିବାକୁ ପଡ଼ିବ ନାହିଁ ।ନୂଆ ନିୟମ ଅନୁସାରେ, ଦିବ୍ୟାଙ୍ଗତାର ଶତକଡ଼ା ଆଧାରରେ FASTag ର ବୈଧତା ସ୍ଥିର କରାଯିବ ।୪୦%ରୁ ଅଧିକ କିନ୍ତୁ ୭୦%ରୁ କମ ଦିବ୍ୟାଙ୍ଗତା: ଏହି ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କ ଫାଷ୍ଟଟ୍ୟାଗ ବୈଧତା ୩ ବର୍ଷ ରହିବ। ପୁରୁଣା ନିୟମ ଅନୁସାରେ […]
ପୂଜା ପୂର୍ବରୁ ବର୍ଷା-ବନ୍ୟା ଜନିତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେସ୍ ପୂଜାରୀ ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ଅଧିକାରୀଙ୍କ ଅବହେଳାକୁ ଅକ୍ଷମଣୀୟ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆଶା, ଅଙ୍ଗନୱାଡି, ଏନଡିଆରଏଫ, ଓଡ୍ରାଫ ସମେତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ପ୍ରଥମ […]
