ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ ଭାବରେ ପରୀକ୍ଷାନିରୀକ୍ଷା ଚଳାଇବ। କମ୍ପାନୀ ଏହାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଚଳାଇବାକୁ ଯୋଜନା କରୁଛି। ଏହି ସମୟ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୩,୦୦୦ ପ୍ଲାଜମା ଶଟ ନେବାର ଲକ୍ଷ୍ୟ ରଖାଯାଇଛି।ଫ୍ୟୁଜନ୍ ଏନର୍ଜିର ମୂଳ ହେଉଛି ପ୍ଲାଜମା। ଅତ୍ୟଧିକ ତାପମାତ୍ରାରେ ଗ୍ୟାସ୍ ଏକ ଏମିତି ଅବସ୍ଥାକୁ ପହଞ୍ଚେ, ଯେଉଁଠାରେ ଇଲେକ୍ଟ୍ରନ୍ […]
କାଲିଠୁ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ । ସରକାର ସହିତ ଆଲୋଚନା ବିଫଳ ହେବାରୁ ବ୍ୟାଙ୍କ ସଂଘଗୁଡ଼ିକ ଦେଶବ୍ୟାପୀ ଧର୍ମଘଟ କରିବେ । ସପ୍ତାହରେ ୫ ଦିନ କାର୍ଯ୍ୟ ଦାବିରେ ଆନ୍ଦୋଳନ ଡାକରା ଦେଇଛନ୍ତି ୭ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ଶ୍ରମ ଅଧିକାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ ସଂଘ । ନୂଆଦିଲ୍ଲୀରେ ୧୧-୧୩ ସେପ୍ଟେମ୍ବରରେ ହେବାକୁ ଥିବା […]
ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ୭ ଯୁବତୀଙ୍କୁ ଉଦ୍ଧାର କରିବା ସହ ଏହି ରାକେଟ୍ ଚଳାଉଥିବା ୫ ଜଣ ଦଲାଲ୍ଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ଦଲାଲଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଭାଇ ଥିବା ପୁଲିସ୍ କହିଛି । ତେବେ ଏହି ସେକ୍ସ ରାକେଟ୍ର ମାଷ୍ଟର ମାଇଣ୍ଡ ଜୟା କୁମାରୀ ଓ ସଞ୍ଜୟ ବେହେରା ବୋଲି ପୁଲିସ୍ କହିଛି ।ଗତ କିଛି ମାସ ହେବ ହେବ ଜାଗମରାରେ ଥିବା […]
ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗୁରୁବାର ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସବୁଠାରୁ ଅଧିକ ବର୍ଷାର ଆଶଙ୍କା ମୟୂରଭଞ୍ଜ ଜିଲ୍ଲାରେ ରହିଛି । ଆଜି ସକାଳ ସାଢ଼େ ୮ଟାରୁ କାଲି ସକାଳ ସାଢ଼େ ୮ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୋଟିଏ ଦୁଇଟି […]
ନେପାଳରେ ପ୍ରକୃତିର ଗୋଟିଏ ବିପଦରୁ ଲୋକେ ଏଯାଏଁ ମୁକୁଳିପାରି ନାହାନ୍ତି, ଏତିକି ବେଳେ ପୁଣି ଆସିଛି ଆଉ ଏକ ବଡ଼ ଝଟକା। ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ଛାରଖାର ହୋଇଥିବା ନେପାଳରେ ଏବେ ଅନୁଭୂତ ହୋଇଛି ୫.୩ ତୀବ୍ରତାର ଭୂକମ୍ପ। ଭୂକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ୯ ଟା ୫୩ ମିନିଟ୍ ସମୟରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର […]
ଏଟିଏମରୁ ଏବେ କେବଳ କ୍ୟାସ ବାହାରିବନି। ଏବେ ଏଟିଏମ୍ରୁ ବାହାରିବ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ। ଏବେ ଏଟିଏମ ମେସିନ୍ରୁ ହିଁ ତୁରନ୍ତ ଜାରି ହୋଇପାରିବ ଡେବିଟ୍ କାର୍ଡ, କ୍ରେଡିଟ୍ ଏବଂ NCMC କାର୍ଡ। ଏହି ନୂଆ ଟେକ୍ନୋଲୋଜି ଏଟିଏମକୁ ଆର୍ଥିକ ସେବା ବିଭାଗର ସଚିବ ସଞ୍ଜୟ ଲୋହିଆ ଲଞ୍ଚ କରିଛନ୍ତି। ନୂଆ ଆଣ୍ଡ୍ରଏଡ ବେସଡ୍ ATM ଗ୍ରାହକଙ୍କ ତଥ୍ୟ ଆଧାରରେ ପର୍ସନାଲାଇଜ୍ଡ୍ RuPay ଡେବିଟ୍ କାର୍ଡ, କ୍ରେଡିଟ୍ ଏବଂ NCMC କାର୍ଡ ତୁରନ୍ତ ଜାରି […]
ଦିଲ୍ଲୀର ଲାଲକିଲ୍ଲା ନିକଟରେ ୧୦ ନଭେମ୍ବର ୨୦୨୫ରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ଏଜେନ୍ସି ଚାର୍ଜସିଟ୍ରେ ବଡ଼ ଖୁଲାସା କରିଛି। ଏନଆଇଏ ଅନୁସାରେ, ଏହା ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଥିଲା। ସେପ୍ଟେମ୍ବର ୯ରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ଉମର-ଉନ-ନବିଙ୍କୁ ଏହି ଆତଙ୍କୀ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ କରାଯାଇଛି।ଏନଆଇଏ ଚାର୍ଜସିଟ୍ରେ ଦର୍ଶାଯାଇଛି ଯେ, ଆକ୍ରମଣରେ ବ୍ୟବହୃତ କାର ଭିତରେ ନବି ଉପସ୍ଥିତ ଥିଲେ। ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, […]
ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ମଞ୍ଜୁରୀ ମିଳିଛି। ୪ ଲେନ୍ ଟ୍ରାକ୍କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ କରିଛି। ୩ଟି ପ୍ରମୁଖ ପ୍ରୋଜେକ୍ଟ ମଧ୍ୟରେ ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ଟ୍ରାକ୍ ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ୩ଟି ପ୍ରୋଜେକ୍ଟକୁ ଅନୁମୋଦନ ମିଳିଛି। ୫ଟି ରାଜ୍ୟର ୧୪ଟି ଜିଲାର ପ୍ରାୟ ୫୬ ଲକ୍ଷ ଲୋକ ଉପକୃତ ହେବେ। ୩ଟି ଯାକ ରେଲ୍ ପ୍ରୋଜେକ୍ଟ ପାଇଁ ବ୍ୟୟ ହେବ ୧୦,୭୮୩ କୋଟି ଟଙ୍କା […]
ଭାରତରତ୍ନ ପୁରସ୍କାର ବିଜେତାଙ୍କୁ ଏସଆଇଆର ନୋଟିସ୍ । କର୍ଣ୍ଣାଟକରେ ଚାଲିଥିବା ଏସଆଇର ଜରିଆରେ ଭାରତରତ୍ନ ବିଜେତା ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ୍ ହୋଇଛି ।କର୍ଣ୍ଣାଟକର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ତାଙ୍କ ନାମ ପୁରୁଣା ତାଲିକାରେ ପ୍ରଫେସର ସିଏନଆର ରାଓ (Prof CNR Rao) ଥିବାବେଳେ, ନୂଆ ରେକର୍ଡରେ ‘Proff CNR Rao’ ରହିଛି।ଗୋଟିଏ ଅତିରିକ୍ତ ‘f’ ଜନିତ ତ୍ରୁଟି ପାଇଁ ବ୍ୟକ୍ତିଗତ ହାଜର ନୋଟିସ୍ । କର୍ଣ୍ଣାଟକ ମାଲେଶ୍ବରମ ସ୍ଥିତ IISCରେ ହାଜର ହୋଇ […]
ବଲିଉଡର ସବୁଠାରୁ ସଫଳ ଓ ଚର୍ଚ୍ଚିତ ସସପେନ୍ସ-ଥ୍ରୀଲର୍ ଫ୍ରାଞ୍ଚାଇଜ୍ ‘ଦୃଶ୍ୟମ୍’କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଦୃଶ୍ୟମ୍ ୩’ (Drishyam: The Conclusion) ଏହି ସିରିଜ ଶେଷ ଭାଗ ହେବ। ଏହା ପରେ ଏହି ସିରିଜର ଆଉ କୌଣସି ସିକ୍ୱେଲ୍ ଆସିବ ନାହିଁ। ଫିଲ୍ମ ନିର୍ମାତା ଓ ଅଜୟ ଦେବଗନଙ୍କ କହିବା ଅନୁଯାୟୀ, କୌଣସି କାହାଣୀକୁ ଅଯଥାରେ ଟାଣିବା ଅପେକ୍ଷା ଉଚିତ୍ ସମୟରେ ତାହାର ସଠିକ୍ ଅନ୍ତ […]
ବନ ଅଧିକାରୀ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ନୂଆ ମୋଡ଼, ପତ୍ନୀ ବିଦ୍ୟାଭାରତୀ ଗିରଫ ହେବା ଏବେ ସୁନିଶ୍ଚିତ ହୋଇଛି । ତାଙ୍କ ଆବେଦନ ହାଇକୋର୍ଟରେ ଦୁଇଦୁଇଥର ଖାରଜ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇପାରେ । ସେ ତଳ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କୁ ଦୁଇଦୁଇଥର ଆବେଦନ କରିଥିଲେ ବି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ତାଙ୍କ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକକୁ ହାଇକୋର୍ଟ ଉଠାଇଦେଇଛନ୍ତି […]
ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ।ତେବେ ଆବୁଧାବି ସ୍ଥିତ IHC ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ , ଗୃହ, ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ […]
