ଭାରତରେ ଇବୋଲା ଭାଇରସ୍ ଲକ୍ଷଣ!

ଭାରତରେ ଦେଖାଦେଇଛି ଇବୋଲା ଭାଇରସ୍ ଲକ୍ଷଣ। ଉଗାଣ୍ଡାରୁ ଫେରନ୍ତା ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଭାଇରସ୍ ଲକ୍ଷଣ ଦେଖା ଦେଇଛି। । ଶରୀରରେ ଯନ୍ତ୍ରଣା ହେବାରୁ ବେଙ୍ଗଲୁରୁର ସରକାରୀ ହସ୍ପିଟାଲରେ ଭର୍ତ୍ତି। ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି, ରେଜଲ୍ଟକୁ ଅପେକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ଉତ୍ତର-ପୂର୍ବ କଙ୍ଗୋରେ ଏବୋଲାର ଏକ ବିରଳ ପ୍ରଜାତି ଦେଖାଦେଇଛି, ଯାହା ନିୟନ୍ତ୍ରଣ […]

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ।କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅ ଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି ଏକ୍ସାଲୋଜିକ୍ ସଲ୍ୟୁସନ୍ସ ସହିତ ଜଡିତ କଥିତ ଆର୍ଥିକ ଅନିୟମିତତା ସମ୍ପର୍କରେ ଇଡି ଏହି ଚଢ଼ଉ କରିଛି। କେରଳ ହାଇକୋର୍ଟ କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ମାମଲାରେ ଇଡ଼ିର ତଦନ୍ତ ବାତିଲ […]

ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ

ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରୁ କମନ୍‌ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ ।ଜୁନ ୧୭ରେ ପ୍ରଥମ ପର୍ଯ୍ୟାୟ ମେଧା […]

ତିନି ରଥର ମୁଖ୍ୟ ମହାରଣାଙ୍କ ଅନୁକୂଳ ପୂଜା ସହ ପାଞ୍ଚ ଦଣ୍ଡାର ଚଉପଟ ନିର୍ମାଣ କାର୍ଯ୍ୟ ଆରମ୍ଭ

ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ମୁଖ୍ୟ ମହାରଣାଙ୍କ ଅନୁକୂଳ ପୂଜା ସହ ଆରମ୍ଭ ହୋଇଛି, ତିନି ରଥର ପାଞ୍ଚ ଦଣ୍ଡା ର ଚଉପଟ ନିର୍ମାଣ କାର୍ଯ୍ୟ । ଅନୁକୂଳ ପୂଜା ପରେ ତିନି ରଥ ସାଥି ମହାରଣା ସେବକମାନେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରି ୪ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଏହି ପାଞ୍ଚ ଦଣ୍ଡା ସହ ପାର୍ଶ୍ୱଦଣ୍ଡା ନିର୍ମାଣ ପରେ […]

ପ୍ରକାଶ ପାଇଲା OCS-୨୦୨୪ ରେଜଲ୍ଟ

ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବୁବୁନ ସାହୁ ଟପ୍ପର ହୋଇଛନ୍ତି। ସେହିପରି ଶୋଭନା ମହାନ୍ତି ଦ୍ବିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜ୍ଞାପନ ସଂଖ୍ୟା ୦୭/୨୦୨୪-୨୫ ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୦ରେ […]

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗିର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ  ଜଣେ ଯୁବତୀଙ୍କୁ ଅପହରଣ କରି ତିନି ଜଣ ବ୍ୟକ୍ତି  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସିନ୍ଧେକେଲା ଥାନା ଭୁର୍ଷାଗୁଡା ଗାଁର ଜଣେ ନାବାଳିକାଙ୍କୁ ଗତକାଲି  ଦିନ ବେଳା ତିନିଜଣ ବ୍ୟକ୍ତି  ତାଙ୍କ ଘର ପାଖରୁ ଏକ ଗାଡ଼ିରେ ଅପହରଣ କରି ନେଇ ଯାଇଥିଲେ । ପରିବାର ଲୋକେ ଖୋଜା ଖୋଜି କରି  ତାଙ୍କୁ ନପାଇବା ପରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ ।ଆଜି ନାବାଳିକା ଜଣକ ଘରକୁ ଫେରିଥିଲେ […]

ବନ୍ଦ ହେବ mAadhaar ଆପ୍ ! ଆସିବ ନୂତନ ଆପ୍। ରହିବ ଏହିସବୁ ସୁବିଧା

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ୍ ସେବାକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା ପାଇଁ mAadhaar ଆପ୍‌ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ତେବେ mAadhaar ଆପ୍‌ର ପୁରୁଣା ଭର୍ସନ ବନ୍ଦ ହୋଇପାରେ ଏବଂ ଏହା ବଦଳରେ ଏକ ଅଧିକ ଉନ୍ନତ ଓ ନୂଆ ଆପ୍ ବ୍ୟବହାର କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଉଛି। ତେବେ ନୂତନ ଆପ ରେ କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ମୋବାଇଲ୍‌ରେ ଘରେ ବସି ଅଧିକାଂଶ […]

ଶୁଣିଲାନି ପ୍ରଶାସନ,ଭତ୍ତା ପାଇଁ ବୁଢୀ ମାଆଙ୍କୁ ଭାରରେ ବୋହିଆଣିଲେ ପୁଅ

ଅଧିକାର ପାଇଁ ଅଭିନବ ପ୍ରତିବାଦ। ମାଆଙ୍କ ଭତ୍ତା ଲାଗି ମାଆକୁ ଭାରରେ ବୋହି ନେଲେ ପୁଅ। ଭତ୍ତା ପାଇଁ ୮୯ ବର୍ଷୀୟ ବୃଦ୍ଧା ମାକୁ ଭାରରେ ବୋହିନେଲେ ପୁଅ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଏ ଘଟଣା।ରାମଚନ୍ଦ୍ରପୁର ପଞ୍ଚାୟତ ୬ ନମ୍ୱର୍ ୱାର୍ଡର ଚନ୍ଦ୍ରମଣି ମାଝୀ ସରକାରଙ୍କ ଆବାସ ଯୋଜନା ଏବଂ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ତାଙ୍କ ୮୨ ବର୍ଷୀୟ ମାଆ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ […]

କ୍ୱାଡ୍ ବୈଠକରେ ଜୟଶଙ୍କର କଲେ ବଡ଼ ଘୋଷଣା, ବଢିପାରେ ଚୀନର ଟେନସନ୍

କ୍ୱାଡ୍ ଦେଶମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ଶକ୍ତି ଯୋଗାଣ ଏବଂ ସାମୁଦ୍ରିକ ସହଯୋଗ ସମ୍ପର୍କରେ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି।ଇଣ୍ଡୋ-ପାସିଫିକ୍ ସାମୁଦ୍ରିକ ସର୍ଭେଲାନ୍ସ ସହଯୋଗ ପ୍ରକଳ୍ପ ଘୋଷଣା କରିଛନ୍ତି ମାର୍କୋ ରୁବିଓ । ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବେଆଇନ ମାଛ ଧରିବା, ଜଳଦସ୍ୟୁତା ଏବଂ ସାମୁଦ୍ରିକ ସୁରକ୍ଷା ଜନିତ ଆହ୍ୱାନର ମୁକାବିଲା ପାଇଁ […]

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ

ଓଡ଼ିଶାରେ ୫ଟଙ୍କିଆ ଡାଲମା ଭାତ ପରି ପଶ୍ଚିମବଙ୍ଗରେ ବି ୫ ଟଙ୍କିଆ ମିଲ୍ ମିଳୁଥିଲା। ହେଲେ ଏବେ ସେଥିରେ ମାଛ ବି ମିଳିବ।ଏଥିପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ପ୍ରାୟ ୪୦୦ଟି ସ୍ପେଶାଲ କ୍ୟାଣ୍ଟିନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ କ୍ୟାଣ୍ଟିନଗୁଡ଼ିକ ଜରିଆରେ ବିଶେଷ କରି ଶ୍ରମିକ, ଦିନମଜୁରିଆ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ। ପଶ୍ଚିମବଙ୍ଗରେ ମାଛ ଏବଂ ଭାତ ମୁଖ୍ୟ ଖାଦ୍ୟ ହୋଇଥିବାରୁ, ସରକାରଙ୍କ ଏହି ସୁଲଭ ଯୋଜନାକୁ ନେଇ […]

‘ଡନ୍‌-୩’ ଛାଡିବା ରଣବୀରଙ୍କୁ ପଡ଼ିଲା ମହଙ୍ଗା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କଲା FWICE

ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପଲଇ (ଏଫ୍‌ଡବ୍ଲ୍ୟଆଇସିଇ) ଏକ ବଡ଼ ପଦକ୍ଷେପ ନେଇଛି । ଏଫ୍‌ଡବ୍ଲ୍ୟୁଆଇସିଇ ତାଙ୍କୁ ନିଷିଦ୍ଧ ଘୋଷଣା କରିଛି । ତାଙ୍କ ବିରୋଧରେ ନନ୍-କୋଅପରେସନ୍ ଡାୟରେକ୍ଟିଭ ଜାରି କରିଛି । ଏହା ଜରିଆରେ ରଣବୀରଙ୍କ ସହ କାମ ନ କରିବାକୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କହିଛି । ଫରହାନ ଅଖତରଙ୍କ ଫିଲ୍ମ ‘ଡନ୍-୩’ ସୁଟିଂର କିଛି ଦିନ ପୂର୍ବରୁ ରଣବୀର ହଠାତ୍ ଫିଲ୍ମ ଛାଡ଼ିବାକୁ […]

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ କହିଲେ ରାଜସ୍ବ ମନ୍ତ୍ରୀ

ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦିଲ୍ଲୀ ଗସ୍ତ ଅଛନ୍ତି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେପି ଶିବିରରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ […]