ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା

ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ନିକଟସ୍ଥ ବାବରାକୋଟ ଗାଁର । ତାଙ୍କ ନାମ ସିଲୁ ରାୟ ବୋଲି ଜଣା ପଡ଼ିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ […]

ୟୁପିଆଇ ଶୁଳ୍କ ନିଷ୍ପତ୍ତି ପ୍ରତ୍ୟାହାର ହେବ ନାହିଁ ! ଗ୍ରାହକ ନୁହେଁ ବ୍ୟବସାୟୀ ଦେବେ ଚାର୍ଜ

ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର) ଶୁଳ୍କ ଲାଗୁ କରିବା ଲାଗି ହୋଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁଳ୍କ ଲାଗୁ ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିବା ସହ ପ୍ରତ୍ୟାହାର ପାଇଁ ଦାବି କରିଥିବାବେଳେ ସରକାର ଏପରି କହିଛନ୍ତି। ସରକାର କହିଛନ୍ତି ଏମଡିଆର ଶୁଳ୍କ ଲାଗୁ ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ। ଏ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପରେ ନିୟମ ପ୍ରଣୟନ କରାଯାଇ […]

ଉଧମପୁର ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ କରିଛନ୍ତି ଜମ୍ମୁ-କାଶ୍ମୀରର ଉଧମପୁରର ବ୍ରାଟାଲ ଅଞ୍ଚଳର ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀ କହିଛନ୍ତି ଯେ, “ଅପରେସନ୍ ସୋହନ” ଅଧୀନରେ ଏହି ଅଭିଯାନ କରାଯାଇଥିଲା । ବ୍ରାଟାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ରାତିରେ ଏହି ଅଭିଯାନ ଆରମ୍ଭ କରିଥିଲେ । ନିହତ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର […]

 ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲ୍ଲୀରେ ରୋଡ ସୋରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଟି ଟିମ୍ ଯାଇଛନ୍ତି । ୟୁରୋପ, ଜାପାନ, ସାଉଥ୍ କୋରିଆ ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଶାକୁ ସେମି କଣ୍ଡକ୍ଟର ହବ କରିବାକୁ ଯୋଜନା କରୁଛନ୍ତି ସରକାର ।

ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ

ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ ।ଗତକାଲି ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ କମିଟି ଦ୍ୱାରା ଏହି ବନ୍ୟପ୍ରାଣୀ ଶିଶୁଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ରକ୍ତ ପରୀକ୍ଷା ରିପୋର୍ଟରୁ ୫ ଶିଶୁଙ୍କ ମଧ୍ୟରୁ ୩ ଜଣ ଆନିମିଆ ଅର୍ଥାତ ରକ୍ତହୀନତାରେ ପୀଡ଼ିତ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଆନିମିଆରେ ପୀଡ଼ିତ ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କଠାରେ ସ୍ୱଳ୍ପ ରକ୍ତହୀନତା ଲକ୍ଷଣ ଦେଖାଦେଇଛି । ଅନ୍ୟାନ୍ୟ ପରୀକ୍ଷା […]

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଦନଗରରେ ଜନ୍ମ ନେଇଥିବା ମୋଦୀ ୭୬ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଭାବେ ବିଭିନ୍ନ ସେବା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ୍ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି […]

ଆଜି ପବିତ୍ର ବିଶ୍ବକର୍ମା ପୂଜା

ଆଜି ପବିତ୍ର ବିଶ୍ବକର୍ମା ପୂଜା । ବିଶ୍ବକର୍ମା ପୂଜା ଦିନ କାରଖାନା, ମିଲ୍, ଗ୍ୟାରେଜ୍, ଇଞ୍ଜିନିୟରିଂ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବିଶେଷ ଉତ୍ସବର ମାହୋଲ ଥାଏ । ଏହି ଦିନ ଶ୍ରମିକ ଓ କାରିଗରମାନେ ନିଜ ନିଜର ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ କମ୍ପ୍ୟୁଟର ଆଦିକୁ ସଫା କରି ପୂଜା କରନ୍ତି । ଭଗବାନ ବିଶ୍ବକର୍ମାଙ୍କ ସୁନ୍ଦର ମୂର୍ତ୍ତି ସ୍ଥାପନ କରି ଆଳତି ଓ ଯଜ୍ଞ କରାଯାଏ । ଏହି ଦିନ ସମସ୍ତ ପ୍ରକାରର କାରିଗରୀ […]

ବିବାଦୀୟ ଜମି ଫେରି ପାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହପାଠୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କୁଲ ବନ୍ଧୁ ୮୧-ବର୍ଷୀୟ ଅସଗର ଅଲ୍ଲୀ ଭୋରା ମହାରାଷ୍ଟ୍ରର ମୀରା ଭାୟନ୍ଦରରେ ତାଙ୍କ ବିବାଦୀୟ ଜମି ଫେରି ପାଇଛନ୍ତି। । ଭୋରା ସେପ୍ଟେମ୍ବର ୮ ତାରିଖରେ ବିଦ୍ୟାଳୟ ସହପାଠୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ବିବାଦୀୟ ଜମି ସମ୍ପର୍କରେ ସୂଚିତ କରିଥିଲେ। ମାମଲାର ସେ ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀଙ୍କଠାରୁ ନ୍ୟାୟ ଭିକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସହପାଠୀଙ୍କୁ ଆଶ୍ୱସ୍ତ କରିଥିଲେ। ଏହି ସାକ୍ଷାତ ଆଲୋଚନାର ତୁରନ୍ତ ବାଦେ ବିଜେପି ନେତା […]

ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୁଲା ଦହିବରା ବିକାଳିଙ୍କ ଠାରୁ ଖାଇଥିଲେ ଦହିବରା।ରାତିରେ ଝାଡ଼ା ଓ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅଧିକାଂଶ ଘରକୁ ଫେରିଲେ। ତେବେ ଉପଯୁକ୍ତ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ସେବାରେ ଅବହେଳା ଅଭିଯୋଗ […]

କମିଲା ପିଆଜ ଦର: ମଣ୍ଡିରେ ୯ ଦିନରେ ହୋଲସେଲ ଦର ୯% ହ୍ରାସ

ଦେଶର ବିଭିନ୍ନ ମଣ୍ଡିରେ ପିଆଜ ଦର ହ୍ରାସ ହେବାର ଧାରା ଜାରି ରହିଛି। ଗତ ୯ ଦିନ ମଧ୍ୟରେ ଦେଶବ୍ୟାପୀ ପିଆଜର ହୋଲସେଲ ଦର ପ୍ରାୟ ୯ ପ୍ରତିଶତ ପର୍ଯ୍ୟନ୍ତ କମିଛି। ଏନେଇ ଉପଭୋକ୍ତା ବ୍ୟାପାର ସଚିବ ନିଧି ଖାରେ କହିଛନ୍ତି ଯେ, ଦେଶରେ ପିଆଜର କୌଣସି ଅଭାବ ନାହିଁ। ସରକାର ୪୮ଟି ସହରରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ଉପଲବ୍ଧ କରାଉଛନ୍ତି।ତେବେ ଚଳିତବର୍ଷ ପିଆଜ ଉତ୍ପାଦନରେ ବଡ଼ ହ୍ରାସ ହୋଇନାହିଁ। ୨୦୨୫-୨୬ରେ ଦେଶର ମୋଟ […]

ଘୋଷଣା ହେଲା ଡବ୍ଲ୍ୟୁପିଏଲ୍‌ର ଭେନ୍ୟୁ , ଅକ୍ଟୋବର ୨୮ରେ ହେବ ବଡ଼ ନିଲାମୀ

ମହିଳା ପ୍ରିମିୟର ଲିଗ୍‌ର ଆଗାମୀ ସିଜନ୍‌କୁ ନେଇ ବଡ଼ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । WPL ସିଜନ୍‌-୫ର ଖେଳାଳି ନିଲାମୀ ଆସନ୍ତା ଅକ୍ଟୋବର ୨୮ ତାରିଖରେ କେରଳର କୋଚିରେ ଅନୁଷ୍ଠିତ ହେବ । ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ୫ଟି ଫ୍ରାଞ୍ଚାଇଜିକୁ ଔପଚାରିକ ଭାବେ ସୂଚନା ଦିଆଯାଇଛି ।ନିଲାମ ତାରିଖ ସହିତ, ଦଳରେ ରଖାଯାଇଥିବା (retained) ଏବଂ ଦଳରୁ ବାଦ ଦିଆଯାଇଥିବା (released) ଖେଳାଳିଙ୍କ ତାଲିକା ପ୍ରକାଶ କରିବାର ଶେଷ ସମୟସୀମା ମଧ୍ୟ […]

ରାୟଗଡା ରେ ନିୟମକୁ ଫୁ’ ବେଆଇନ ଭାବେ ମଦଦୋକାନ ଆଗରେ ବଡ଼ ବଡ଼ ବୋର୍ଡ

ରାୟଗଡା :ସୁପ୍ରିମକୋର୍ଟ ଏବଂ ରାଜ୍ୟ ଅବକାରୀ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ରାୟଗଡ଼ା ସହରରେ ଚାଲିଛି ମଦ ବ୍ୟବସାୟ। ନିୟମ ଅନୁଯାୟୀ କୌଣସି ବିଦେଶୀ ମଦ ଦୋକାନ ଆଗରେ ବଡ଼ ବୋର୍ଡ, ଆଲୋକିତ ହୋର୍ଡିଂ କିମ୍ବା ବ୍ରାଣ୍ଡ୍ ପ୍ରମୋସନ କରିବା ସମ୍ପୂର୍ଣ୍ଣ ବେଆଇନ; କେବଳ ସୀମିତ ଆକାରରେ ଲାଇସେନ୍ସ ନମ୍ବର ଓ ଦୋକାନର ନାମ ରହିବା କଥା।କିନ୍ତୁ ସହରର ପ୍ରମୁଖ ଛକ ଓ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକରେ ଆଖିଦୃଶିଆ ବିରାଟ ହୋର୍ଡିଂ ଝୁଲୁଥିବା […]