author

ନେପାଳରୁ ଭାସି ଭାରତୀୟ ନଦୀରେ ପହଞ୍ଚୁଛି ମୃତଦେହ

ନେପାଳରେ ଆକସ୍ମିକ ବନ୍ୟା ପରେ ଭୟାବହ ସ୍ଥିତି । ବନ୍ୟାରେ ବହିଯାଇଥିବା ଶବ ନଦୀ ପଥରେ ଭାସି ଭାସି ଭାରତରେ ପହଞ୍ଚୁଛି । ନେପାଳରୁ ପ୍ରାୟ ୨୦୦ କିଲୋମିଟର ନଦୀ ପଥ ଅତିକ୍ରମ କରି ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଶବ ମିଳୁଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲା ଦେଇ ପ୍ରବାହିତ ଗଣ୍ଡକ ନଦୀରୁ ୭ଟି ଅଜ୍ଞାତ ଶବ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଶବଗୁଡ଼ିକୁ ଚିହ୍ନଟ ପର୍ଯ୍ୟନ୍ତ […]

ନେପାଳ ପ୍ରଳୟଙ୍କରୀ ବନ୍ୟା: ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗି ଲୁଟ୍ ଅଭିଯୋଗରେ ୨୯ ଗିରଫ

ନେପାଳରେ ଭୟଙ୍କର ବନ୍ୟା ବେଳେ ମାତିଛନ୍ତି ଲୁଟେରା । ଭାସି ଆସିଥିବା ଏକ ଟ୍ରେଜେରୀରୁ ଲୁଟିଛନ୍ତି ୯୨ ଲକ୍ଷ ଟଙ୍କା । ସଶସ୍ତ୍ର ପୋଲିସ ବଳ (ଏପିଏଫ୍) ଏବଂ ନେପାଳ ପୋଲିସର ଏକ ମିଳିତ ଟିମ୍ ତଲାସି ଓ ପାଟ୍ରୋଲିଂ ସମୟରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୯୨ ଲକ୍ଷ ୬୮ ହଜାର ୫୦୫ ନେପାଳୀ ଟଙ୍କା ଜବତ କରିଛି।ଖବର ମୁତାବକ, ରସୁୱା ଜିଲ୍ଲାର ଭୋଟେକୋଶୀରେ ଆସିଥିବା ବନ୍ୟା ପାଣିରେ ଏକ ବ୍ୟାଙ୍କ […]

ଏଥର କଟକ ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି: ମହାସଂଘର ନିଷ୍ପତ୍ତି

ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।ଏଥର ବାଲିଯାତ୍ରାରେ ମିଳିବନି ଦୋଳିର ମଜା । ଲାଗିବନି ବିପଦଜ୍ଜନକ ଦୋଳି । “ହାମର’ ଦୋଳି ଓ “ସିଙ୍ଗଲ ଟାୱାର” ଦୋଳି […]

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି !ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା

ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା । ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି । ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା । ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ ୩ ବର୍ଷ ପାଇଁ ରଖିଥିବା ମାର୍କ ବୈଧ ରହିବ । ୩ ବର୍ଷ ଭିତରେ କୃତକାର୍ଯ୍ୟ ନହେଲେ ପୁଣି ଥରେ ଇଣ୍ଟରନାଲ ପରୀକ୍ଷା ଦେବେ । ସିଏଚଏସଇ ସିଲାବସ କମିଟି ମିଟିଂରେ ନୂଆ […]

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ମୃତଦେହ ରଖିବାକୁ ନାହିଁ ପର୍ଯ୍ୟାପ୍ତ ସ୍ଥାନ

କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ ମିଳିଥିବାବେଳେ ଆହୁରି ଅନେକ ହଜାର ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।୩,୭୦୦ରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି । ହଜାର ହଜାର ସୁରକ୍ଷାକର୍ମୀ ଉଦ୍ଧାର ଓ ସନ୍ଧାନ ଅଭିଯାନରେ ନିୟୋଜିତ ଅଛନ୍ତି । ତେବେ ସ୍ଥିତି ଏଭଳି ହେଲାଣି ଯେ, ମୃତଦେହଗୁଡ଼ିକୁ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ […]

MMDR ବିଲକୁ ନେଇ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ 

ଓଡ଼ିଶାର ସମସ୍ତ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । MMDR ବିଲକୁ ନେଇ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା । ଚିଠି ଲେଖି ସେ କହିଛନ୍ତି ଯେ, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ, ପ୍ରତ୍ୟାହାର ଦାବି କରନ୍ତୁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଇତିହାସ ସେମାନଙ୍କୁ ମନେ ରଖିବ । ବିବେକର ଡାକକୁ ଶୁଣନ୍ତୁ, […]

ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତେଲ ଉପରେ ଆମେରିକାର କବ୍‌ଜା

ବିଶ୍ୱର ସବୁଠାରୁ ବଡ଼ ତୈଳ ଡିଲ୍‌କୁ ନେଇ ଚର୍ଚ୍ଚା । ଭେନେଜୁଏଲାର ୬୫ ବିଲିୟନ୍‌ ବ୍ୟାରେଲ୍‌ରୁ ଅଧିକ ପ୍ରମାଣିତ ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ବଢ଼ିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ସୋସିଆଲ ମିଡିଆ ପୋଷ୍ଟରେ ଏମିତି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି । ସେ କହିଛନ୍ତି ଯେ, ଏହି ଚୁକ୍ତିନାମା ଅଶୋଧିତ ତୈଳ ପାଇଁ ଆମେରିକାର ଉପଲବ୍ଧତା, ଯୋଗାଣ ବୃଦ୍ଧି କରିବ ଏବଂ ଶେଷରେ ପେଟ୍ରୋଲ୍ ମୂଲ୍ୟ ହ୍ରାସ […]

ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ

ଓଡ଼ିଶାରେ ସ୍କ୍ରବ ଟାଇଫସ୍ ଆତଙ୍କ । ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର ପଞ୍ଚାୟତରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ସୁମନ୍ତ ସେଠୀ ବୋଲି ଜଣାପଡ଼ିଛି ।ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ସଂକ୍ରମିତ […]

ଜନନାୟକ କୋଣ୍ଡାବାବୁ ଙ୍କ ମୁର୍ତ୍ୟୁ ସମଗ୍ର ଜିଲ୍ଲାରେ ଶୋକର ଛାୟା

ରାୟଗଡ଼ –ରାୟଗଡ ଜିଲ୍ଲାର ଜଣେ ଜନନାୟକ ଙ୍କ ପରଲୋକ ରେ ଶୋକର ଛାୟା ଖେଳିଯାଇଛି l ସାଧାରଣ ଜନତାଙ୍କ ମଧ୍ୟରେ ଏଭଳି ବିବ୍ରତ ହୋଇ ମର୍ମହାତ ହେଵା ରାୟଗଡରେ ପୂର୍ବରୁ କେବେ କାହାର ମୁର୍ତ୍ୟୁରେ ଦେଖା ଦେଇନଥିଲା l ସବୁ ଜାତି ସବୁ ସମ୍ପ୍ରଦାୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ l ଯାହାକି କୋଣ୍ଡା ବାବୁ ଭଳି ଜଣେ ଜନନାୟକ ଙ୍କ ମୁର୍ତ୍ୟୁ ପରେ ଦେଖିବାକୁ ମିଳିଛି l ଏମିତିକି ହଜାର ହଜାର ଲୋକ ଙ୍କ ଆଖି ଲୁହରେ […]

ଆଜି ଜାତୀୟ କ୍ରୀଡା ଦିବସ

ଆଜି ଜାତୀୟ କ୍ରୀଡ଼ା ଦିବସ । ଏହା ସହିତ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୂଣ୍ୟ ଜନ୍ମତିଥି । ଅଲିମ୍ପକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ଅନେକଙ୍କ ପାଇଁ ପ୍ରେରଣା ଥିଲେ । ହକିରେ ଚମତ୍କାର ପ୍ରଦର୍ଶନ ବଳରେ ଭାରତକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ । ଭାରତକୁ ଏକ ପ୍ରମୁଖ କ୍ରୀଡ଼ା ଶକ୍ତି ଭାବେ ଉଭା କରିଥିଲେ । ଆଜି ସେହି ମହାନ ହକି କିମ୍ବଦନ୍ତୀଙ୍କ ଜନ୍ମ ଦିବସ […]

ସୋନିଆ ଗାନ୍ଧୀଙ୍କ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ ହାଉସ୍‌ ଇଣ୍ଡିଆ ସ୍ପଷ୍ଟ ଭାବେ ଖଣ୍ଡନ କରିଛି। ସମ୍ପାଦକୀୟ ପରିବର୍ତ୍ତନକୁ ଲେଖିକା ଗ୍ରହଣ ନ କରିବାରୁ ପ୍ରକାଶକ ବହି ପ୍ରକାଶନରୁ ଓହରି ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା, ତାହା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ପେଙ୍ଗୁଇନ ଇଣ୍ଡିଆ ସ୍ପଷ୍ଟ କରିଛି ଯେ ସେମାନେ ଭାରତରେ ଏହି ପୁସ୍ତକର ପ୍ରକାଶକ […]

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା

 ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଆଗାମୀ ୪୮ ଘଣ୍ଟା ଯାଏ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଗତି କରିବ ବୋଲି ଆକଳନ କରାଯାଉଛି। ଏହା ପ୍ରଭାବରେ ଆସନ୍ତା ୬ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।। ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ […]