ଏବେ ପୁଣି ତିନି ତିନିଟା ଘୂର୍ଣ୍ଣିବଳୟ। ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । କେନ୍ଦ୍ରୀୟ ମିଆଁମାର ଉପରେ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଅପରପକ୍ଷରେ ପୂର୍ବ ମଧ୍ୟପ୍ରଦେଶ ଉପରେ ଲଘୁଚାପ ବି ଅଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ […]
ମେଷଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ […]
ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ […]
ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ସଂସଦରେ ପାସ୍ ହେବା ପରେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ଭିଡିଓ ବାର୍ତ୍ତା ଉପରେ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଏହି ଦୁଇ ନେତା ଓ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ, ଖୋଲା ବିତର୍କ […]
ହାଇଦ୍ରାବାଦରେ ଏମ୍ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଯୁବତୀଙ୍କ ନାଁ ଭାରତୀ ମୁଖୀ । ବୟସ ୨୬ ବର୍ଷ । ସେ ହାଇଦ୍ରାବାଦର ଏକ ମଲ୍ ରେ ସେଲ୍ସ ଗାର୍ଲ ଭାବେ କାମ କରୁଥିଲେ । ସେଦିନ ନିଜର ଜଣେ ସହଯୋଗୀଙ୍କ ସହିତ ଖାଇବା ଆଣିବା ଲାଗି ବାହାରକୁ ଯାଇଥିବା ବେଳେ ସାଂସଦଙ୍କ ପୁଅ ଲିଙ୍ଗାମନେନି ସଞ୍ଜୁଷଙ୍କ କାର୍ ତାଙ୍କ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଛି […]
ରାୟଗଡ଼ା: ତା ୨୧/୦୮/୨୬ (ନିପ୍ର) ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଆୟୋଜିତ ହୋଇଯାଇଛି ଉତ୍କଳ ସାମ୍ବାଦିକ ସଂଘର ୭ମ ବାର୍ଷିକ ଉତ୍ସବ। ସାମ୍ବାଦିକଙ୍କ ଅଧିକାର, ସାମାଜିକ ବିକାଶ, ମର୍ଯ୍ୟାଦା ଓ ସମାଜ ପ୍ରତି ଗଣମାଧ୍ୟମର ଦାୟିତ୍ୱକୁ ନେଇ ଏହି ଅବସରରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ସୁଦୂର ନୂଆଦିଲ୍ଲୀରୁ ପେଷାଦାର ପତ୍ରକାର ମହାସଂଘର ଉପସଭାପତି ହେମନ୍ତ ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିଲେ। ସେହିପରି […]
SBI ନିଜର Basic Savings Bank Deposit (BSBD) ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ କ୍ୟାଶ୍ ଉଠାଇବା ନେଇ ସୁଳ୍କ/ଚାର୍ଜରେ ପରିବର୍ତ୍ତନ କରିଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ ରୁ ଲାଗୁ ହେବ। ଏହା ଅଧୀନରେ ଗ୍ରାହକମାନେ ମାସକୁ ଚାରି ଥର ପର୍ଯ୍ୟନ୍ତ ବ୍ରାଞ୍ଚରୁ ମାଗଣାରେ କ୍ୟାଶ୍ ଉଠାଇପାରିବେ। ଏଥିପାଇଁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଯଦି ମାସକୁ ଚାରି ଥରରୁ ଅଧିକ ଥର କ୍ୟାଶ୍ ଉଠାଯାଏ, ତେବେ ପରବର୍ତ୍ତୀ ପ୍ରତ୍ୟେକ ଥର […]
ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି । ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦର ବୈଷୟିକ ଦିଗ ଉପରେ ଆଲୋଚନା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଗଠନ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ କୁ ନେଇ ନୂଆଦିଲ୍ଲୀରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି। ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି । […]
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେତେକ ହାତଲେଖା ଚିଠି, ତାଙ୍କ ବ୍ୟବହୃତ ଚରଖା, ଭଗବତ୍ ଗୀତା ଓ ଅନ୍ୟାନ୍ୟ କେତେକ ସରଞ୍ଜାମ ଶୁକ୍ରବାର ପ୍ରାୟ ୧୬.୨ କୋଟିରେ ବିକ୍ରି ହୋଇଛି । ଅକ୍ସନ ହାଉସ୍ ସାଫ୍ରୋନାର୍ଟ ପକ୍ଷରୁ ଏହି ନିଲାମ କରାଯାଇଥିଲା । ବିକ୍ରି ହୋଇଥିବା ପାଣ୍ଡୁଲିପିରେ ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ନିର୍ଭୀକତା, ସର୍ବଧର୍ମ ସମଭାବ, ଅସ୍ପୃଶ୍ୟତା ନିବାରଣ, ପ୍ରାର୍ଥନା, ରାମନାମ, ସେବା, ସ୍ବରାଜ, ନୈତିକ ଦାୟିତ୍ୱ ଏବଂ ଆତ୍ମସାକ୍ଷାତ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ […]
ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି।। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି । ୧. ହିମାଂଶୁ ଲାଲ ଆଇଜି ଇଓଡବ୍ଲ୍ୟୁ ଓ ଏସଟିଏଫ୨.ଜୟନାରାୟଣ ପଙ୍କଜ ଆଇଜି ଦକ୍ଷିଣାଞ୍ଚଳ୩. ନୀତି ଶେଖର ଆଇଜି ପ୍ରୋଭିଜନିଂ୪. ଚରଣ ସିଂହ ମୀନା ଡିଆଇଜି ସମ୍ବଲପୁର୫. ଆଶିଷ କୁମାର ସିଂ ତାଳଚେର ରେଞ୍ଜ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସିପାଲ୬. ସତ୍ୟବ୍ରତ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କନିଷ୍ଠ ଓ ବରିଷ୍ଠ ଉଭୟ ବିଭାଗରେ ଅଂଶଗ୍ରହଣ କରିଥିଲେ। ବକ୍ତୃତା ,ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଦେଶାତ୍ମବୋଧ ସଙ୍ଗୀତ ଏବଂ ନୃତ୍ୟ ଆଦି ବିଭିନ୍ନ ବିଭାଗରେ ମୋଟ ୧୨୧ ଜଣ ପ୍ରତିଯୋଗୀ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି […]
ଦିଲ୍ଲୀ ପୁଲିସ ଶୁକ୍ରବାର ରାମଲୀଳା ମୈଦାନରେ ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ଅନ୍ତର୍ଗତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଲୋକଙ୍କୁ ସଭାସ୍ଥଳରେ ଏକତ୍ରିତ ହେବାକୁ ଅନୁମତି ମିଳିଛି। ପୁଲିସ କହିଛି ଯେ, ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ପ୍ରତିବାଦ ପାଇଁ ଏହାର କୌଣସି ଆପତ୍ତି ନାହିଁ। କକ୍ରୋଚ ଜନତା ପାର୍ଟି ପରି ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ଏକ ଇନଷ୍ଟାଗ୍ରାମରେ ଡିଜିଟାଲ ଅଭିଯାନ ଭାବରେ ଆରମ୍ଭ ହୋଇଥିଲା। ଇନଷ୍ଟାଗ୍ରାମରେ ୫.୬ ନିୟୁତ ଅନୁଗାମୀ […]
