author

ପଦ ଛାଡ଼ିବାର ବର୍ଷେ ପରେ ବି ମିଳିନି ସରକାରୀ ବଙ୍ଗଳା

ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିନାହିଁ। ସେ ଦିଲ୍ଲୀର ଛତରପୁରରେ ଥିବା ଭାରତୀୟ ଲୋକଦଳ(ଆଇଏନଏଲଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମହାଉସରେ ରହୁଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖର ୨୧ ଜୁଲାଇ ୨୦୨୫ରେ ଉପରାଷ୍ଟ୍ରପତି ପଦରୁ ହଠାତ୍ ଇସ୍ତଫା ଦେଇଥିଲେ।ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇ ନଥିବାବେଳେ, ଏହି ବିଷୟରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ […]

ଓଡ଼ିଶା DGP ଚୟନ ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି । ଓଡ଼ିଶା ପୁଲିସ ମହାନିର୍ଦ୍ଦେକ ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ସୋମବାର ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ ।ମୁଖ୍ୟ ପ୍ରସଙ୍ଗ ହେଉଛି ଓଡ଼ିଶାର ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ରାୟରେ ଦିଆଯାଇଥିବା ଗାଇଡଲାଇନ୍‌ ପାଳନ କରାଯାଇଛି କି ନାହିଁ ।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି […]

ବାରଣାସୀ- ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟ୍ରେନର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ସ୍ଥିତ ନ୍ୟୁ ରେଳ ଷ୍ଟେସନରେ ଶୁଭାରମ୍ଭ କରାଯାଇଛି । ୧୦ ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରାଣସୀ ଅଯୋଧ୍ୟା ଅଭିମୁଖେ ତୀର୍ଥ ଯାତ୍ରା କରିବେ ବରିଷ୍ଠ ନାଗରିକ । ପ୍ରତ୍ୟେକ ଟ୍ରେନରେ ୮ ଶହ ଜଣ ଯାତ୍ରୀଙ୍କ ପାଇଁ ସୁବିଧା ରହିଛି । ଚଳିତ ଆର୍ଥିକ ବର୍ଷର ଏହା ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର […]

ବିକ୍ରମ ପଣ୍ଡାଙ୍କ ପ୍ରସେସନକୁ ନେଇ ଅଲାଜୁକଙ୍କ ଭଳି ଶୋଭାଯାତ୍ରା କରୁଥିବା କହିଲେ ମନ୍ତ୍ରୀ

ଜେଲରୁ ବିଜେଡି ନେତା ବିକ୍ରମ ପଣ୍ଡା ମୁକୁଳିବା ଘଟଣାକୁ ନେଇ ତେଜିଲା ରାଜନୀତି । ଜୋର ଧରିଲା ବିଜେପି ବିଜେଡି ବୟାନବାଜି । ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡାଙ୍କୁ ଶୋଭାଯାତ୍ରାରେ ନିଆଯିବା ନେଇ ସମାଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।ସେ କହିଛନ୍ତି ଯେ, ଔଷଧର ଏକ୍ସପାଏରୀ ଡେଟ୍ ଗଲା ଆଉ କାମ କରେନାହିଁ । ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ପ୍ରସେସନ କରାଗଲା । ତାହା ଆମକୁ ଲଜ୍ୟା ଲାଗିବା କଥା । ଆମ […]

AI କୁମ୍ଭୀର କରି ବନ୍ଧା ହେଲେ ୨ ଭାଇ

ଆଜିକାଲିର ଡିଜିଟାଲ୍ ଯୁଗରେ ବହୁଳ ମାତ୍ରାରେ ଏଆଇର ଅପବ୍ୟବହାର ହେଉଥିବା ଦେଖାଯାଉଛି । ଏଆଇର ଅପବ୍ୟବହାର କିପରି ଆତଙ୍କ ଖେଳାଉଛି ଏବଂ ଆଇନଗତ ଅସୁବିଧା ସୃଷ୍ଟି କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଥିବା AI ଫଟୋ କରି ଲୋକଙ୍କୁ ଭୟଭୀତ କରିଥିଲେ ଦୁଇ ଭାଇ । ଏହି ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ […]

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌

ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। । ଇରାନର ଦକ୍ଷିଣ ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ମିଶାଇଲ ଖଣ୍ଡ ଏକ ଘର ଉପରେ ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଇରାନୀ କର୍ତ୍ତୃପକ୍ଷ କହିଛନ୍ତି। ସ୍ଥାନୀୟ […]

ଆଜି ବିଶ୍ବ ନଡ଼ିଆ ଦିବସ

ଆଜି ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖ ଦିନ ବିଶ୍ୱ ନଡ଼ିଆ ଦିବସ (World Coconut Day) ପାଳନ କରାଯାଏ।ପ୍ରଥମେ 2009ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ତେବେ ନଡିଆ ସହିତ ଏହାର ପାଣି ବା ପଇଡ ପାଣି ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ଅଟେ। ଅନ୍ୟପଟେ ନଡ଼ିଆ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ […]

PUCC ଜରିମାନା କମାଇଲେ ରାଜ୍ୟ ସରକାର

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଦୀର୍ଘ ଦିନର ଦାବି ପରେ ଶେଷରେ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିଛନ୍ତି । ୧୦ ହଜାର ଟଙ୍କାରୁ କମାଇ ଏବେ ୬ ହଜାର କରାଯାଇଛି। ପ୍ରଥମ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ହଜାରେ ଏବଂ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ୨ ହଜାର ଟଙ୍କା ଫାଇନ୍‌ ପଡ଼ିବ। ସେହିପରି ତିନି ଚକିଆ ଗାଡି ନିୟମ ଭାଙ୍ଗିଲେ ହଜାରେ, […]

କମିବ ପ୍ରଦୂଷଣ ସାର୍ଟିଫିକେଟ୍‌ ଜରିମାନା, ଆଜି ଘୋଷଣା କରିବେ ପରିବହନ ମନ୍ତ୍ରୀ

ଦୀର୍ଘ ଦିନର ଦାବି ପରେ ଶେଷରେ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିବାକୁ ଯାଉଛି ।ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ଜରିମାନା ହ୍ରାସ ସଂପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ପାଖାପାଖି ବର୍ଷେ ହେବ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌କୁ ନେଇ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିଲେ ପେଟ୍ରୋଲ ପମ୍ପରେ ଗାଡ଼ି ପାଇଁ ତେଲ ମିଳିବ ନାହିଁ […]

ମହାପ୍ରଭୁଙ୍କ ରାହୁରେଖାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ । ଭାଦ୍ରବ କୃଷ୍ଣ ପକ୍ଷ ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ବରେ ସ୍ଵର୍ଣ୍ଣ ନିର୍ମିତ ଏକ ବଳୟକୁ ରାହୁରେଖା କୁହାଯାଏ । ଏହି ବିଶେଷ ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିଥାଏ । ଦଇତାପତି ସେବକମାନେ ମାନେ ଏହି ସ୍ବତନ୍ତ୍ର ସେବା ସମ୍ପନ୍ନ କରିବେ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି […]

ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା !ଏହାର ଜବାବରେ ଇରାନର ଭୟଙ୍କର ଆଟାକ୍

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି ଆମେରିକୀୟ ସେନା। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ବା IRGCର ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରି ନୂଆ ଆକ୍ରମଣ ଆରମ୍ଭ କରାଯାଇଥିବା US Central Command ବା CENTCOM ସୂଚନା ଦେଇଛି ।ଏହାର ଜବାବ ଦେଇଛି ଇରାନ । ଜୋର୍ଡାନରେ ଅବସ୍ଥିତ ପ୍ରିନ୍ସ ହସନ ଏୟାରବେସ୍ ଏବଂ ଅନ୍ୟ କିଛି ଆମେରିକୀୟ ବେସ ଉପରେ ବିଲିଷ୍ଟିକ୍ […]

ସାରା ରାଜ୍ୟରେ ଲଘୁଚାପ ବର୍ଷା:ଆଜି ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ

ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଥିଲା। ତେବେ ଆଜି ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ପାଣିପାଗ ବିଭାଗ ଏଭଳି ଆକଳନ କରିଛି। ୩ ଓ ୪ ତାରିଖରେ […]