ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।ଗତକାଲି ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ ।ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର […]
ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ପୁଣି ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରି ସେଲିସିୟସ କମିବ ତାପମାତ୍ରା । ଶୀତ […]
ପ୍ରସିଦ୍ଧ ଖଣ୍ଡଗିରି ମେଳା ଆସୁଛି । ମାଘ ସପ୍ତମୀରୁ ଆରମ୍ଭ ହେବ ମାଘମେଳା । ଏଥିସହ ଆରମ୍ଭ ହୋଇଯିବ ଖଣ୍ଡଗିରି ଯାତ୍ରା ମହସମର ।ଚଳିତ ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ୍ୟ ପରୀକ୍ଷା କରିବେ ମୋଟ ୧୨ଟି ଅପେରା ପାର୍ଟି । ସେଥିମଧ୍ୟରେ ଅଶୋକ ସମ୍ରାଟ, ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ଯାତ୍ରା ରାଣୀ ସିଂହବାହିନୀ, ଶିବାନୀ ଗଣନାଟ୍ୟ, ଅପେରା ସ୍ୱର୍ଣ୍ଣ ମହଲ, ରଙ୍ଗମହଲ, ନାଟ୍ୟମଣ୍ଡପ, ରାଜଦରବାର, ବିଶ୍ୱଦରବାର ଓ ନୂଆକରି ଗଢ଼ାଯାଇଥିବା ଶ୍ରୀମନ୍ଦିର ଭଳି […]
ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ୫୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅଭିନେତ୍ରୀଙ୍କ ଜନ୍ମ ୧ ଜାନୁଆରୀ ୧୯୭୫ ମସିହାରେ ମୁମ୍ବାଇରେ ହୋଇଥିଲା। ୧୯୯୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିବା ସୋନାଲି ବେନ୍ଦ୍ରେ ତିନି ଖାନ, ଗୋବିନ୍ଦା, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଅନ୍ୟାନ୍ୟ ପ୍ରମୁଖ ଦକ୍ଷିଣ ଭାରତୀୟ ଅଭିନେତାଙ୍କ ସହ କାମ କରିଛନ୍ତି। ସୋନାଲି ବେନ୍ଦ୍ରେଙ୍କୁ ପ୍ରଥମେ “ରାମ” ଫିଲ୍ମ ଅଫର୍ କରାଯାଇଥିଲା, କିନ୍ତୁ ଫିଲ୍ମଟି ପ୍ରସ୍ତୁତ ହୋଇପାରିନଥିଲା। ତା’ପରେ ସେ ୧୯୯୪ […]
ଭାରତ ଏବଂ ପାକିସ୍ତାନ ଗୁରୁବାର ଦିନ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନପ୍ରଦାନ କରିଛନ୍ତି ଯାହା ଉଭୟ ପକ୍ଷଙ୍କୁ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ବାରଣ କରିଥାଏ। ନୂତନ ବର୍ଷ ଆରମ୍ଭରେ ଏହି ଅଭ୍ୟାସ ତିନି ଦଶନ୍ଧି ଧରି ଜାରି ରହିଛି।ଗୁରୁବାର ଦିନ, ଉଭୟ ଦେଶ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ତାଲିକା ଆଦାନପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଉଭୟ ଦେଶ କୂଟନୈତିକ […]
ଜାନୁଆରୀ ୨୦୨୬ରେ କେତେ ଦିନ ବନ୍ଦ ରହିବ ଓ ବ୍ୟାଙ୍କ ଖୋଲିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏନେଇ ଛୁଟି କ୍ୟାଲେଣ୍ଡର ଜାରି କରିଛି ।ଜାନୁଆରୀ ମାସରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ସ୍ଥାନୀୟ ଓ ଜାତୀୟ ପର୍ବ ସହ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କ ପୂର୍ବଭଳି ବନ୍ଦ ରହିବ । ଜାନୁଆରୀରେ କେବେ କେବେ ବ୍ୟାଙ୍କ ବନ୍ଦ ? ଜାନୁଆରୀ ୧- ନବବର୍ଷ/ଗଣ-ନାଗି (ମିଜୋରାମ, […]
ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗୌହାଟି ରୁ କୋଲକାତା ରୁଟ୍ରେ ଚାଲିବ।ଟ୍ରେନ୍ର ଏକାଧିକ ଥର ସଫଳ ପରୀକ୍ଷଣ ପରେ ରେଳମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାତ୍ରୀକାଳୀନ ଯାତ୍ରା ପାଇଁ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗ୍ରାହକଙ୍କୁ ଆରାମାଦାୟକ ଯାତ୍ରା ଦେବ।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଆସନ୍ତା ଛଅ ମାସ ମଧ୍ୟରେ […]
ଭୁବନେଶ୍ୱର ନିକୋ ପାର୍କରେ ହେବ ନବ କଳେବର । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପିଲାଙ୍କ ମନୋରଞ୍ଜନ ସହ ମାର୍କେଟ କମ୍ପେ୍ଲକ୍ସ ଓ ଫୁଡ୍ ପାର୍କ ନିର୍ମାଣ ହେବ ।ଏହି ନବକଳେବର ପାଇଁ ମୋଟ ୬୦୦କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ମୋଟ ୩ଟି ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯିବ । ପ୍ରତି ପର୍ଯ୍ୟାୟରେ ୨୦୦କୋଟି ଲେଖାଏଁ ଖର୍ଚ୍ଚ ହେବ । କରୋନା ମହାମାରୀ ପରଠୁ ପାର୍କର ଅବସ୍ଥା […]
ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁଳ୍କରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନ୍ତା ଫେବୃଆରୀ ଆରମ୍ଭରୁ ଲାଗୁ ହେବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧ରୁ, ପାନ ମସଲା, ସିଗାରେଟ, ତମାଖୁ ଏବଂ ସମାନ ଉତ୍ପାଦଗୁଡ଼ିକ ଉପରେ ୪୦ ପ୍ରତିଶତ GST ହାର ଲାଗିବ, ଯେତେବେଳେ ବିଡ଼ି ଉପରେ ୧୮ ପ୍ରତିଶତ ସାମଗ୍ରୀ ଏବଂ […]
ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଟିରେ ଚାଲିବ ଧାନ କିଣା । ଏନେଇ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦ଲକ୍ଷ ୫୦ହଜାର ମେଟ୍ରିକ ଟନ୍ ଧାନ କିଣା ହୋଇଥିବା ବେଳେ ୨ଲକ୍ଷ ୩୦ହଜାର ଚାଷୀ ଧାନ ବିକିଛନ୍ତି । ୧୮ଜିଲାରେ ଚାଲିଛି ଧାନ କିଣା, ୧୧ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହାସହିତ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦କୋଟି ଟଙ୍କା ଯାଇଛି । ସବୁ ଚାଷୀଙ୍କ ଧାନ କିଣିବୁ ବୋଲି ଯୋଗାଣ ମନ୍ତ୍ରୀ […]
ଧୋକା ଦେଲା ଗୁଗଲ ମ୍ୟାପ ,ଗାଁକୁ ମାଡ଼ି ଗଲା ଟ୍ରକ। ଦୁର୍ଘଟଣାରେ ଭାଙ୍ଗିଲା ଘର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ।ସୌଭାଗ୍ୟବଶତଃ ଘର ବାହାରେ କେହି ନଥିବାରୁ ମୃତାହତ ହୋଇ ନାହାନ୍ତି । ସୂଚନା ଅନୁସାରେ, କଟକରୁ ଟ୍ରକ୍ ନେଇ ଧାମରା ଆଡ଼କୁ ଯାଉଥିଲେ ଡ୍ରାଇଭର୍ । ବାଟ ଜାଣି ନଥିବାରୁ ଗୁଗଲ୍ ମ୍ୟାପ୍ ଖୋଲିଲେ, ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଇ ବାଟେ ଯାଉ ଯାଉ ଗାଁ ଭିତରେ ଫସିଗଲେ ।ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର […]
ଆଜିଠୁ ଆରମ୍ଭ ହୋଇଛି ନୂଆ ବର୍ଷ। ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ବିଜେଡ଼ିର ସୁପ୍ରିମ ଓ ବିରୋଧୀ ଦଳର ମୁଖ୍ୟ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ “ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। ବନ୍ଦେ ଉତ୍କଳ ଜନନୀ ” ଏହା […]
