ଉଡ଼ାଜାହାଜ ଭିତରେ ବସି ମନ ପସନ୍ଦର ଖାଦ୍ୟ ଖାଇବାର ସ୍ୱପ୍ନ ଏବେ ହେବ ସତ । ପୁରୀରେ ଖୁବ୍ଶୀଘ୍ର ଖୋଲିବ ଏକ ନିଆରା ରେସ୍ତୋରାଁ ଯାହା ବାହାରୁ ଓ ଭିତରୁ ଦେଖିବାକୁ ଅବିକଳ ଉଡ଼ାଜାହାଜ ଭଳି । ପୁରୀ ସାତପଡ଼ା ରାସ୍ତାରେ ଆସନ୍ତା ତିନି ମାସ ମଧ୍ୟରେ ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏନେଇ ପୁରୀକୁ ଆସିଛି ଏକ ବିମାନର ଅଂଶବିଶେଷ । ଆଉ ସେଥିରେ ମୋନିଜି ଏଣ୍ଟରପ୍ରାଇଜେସ୍ ଲେଖା ରହିଛି । ଏହି […]
ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଖ ବାଂଲାଦେଶ ଉପରେ ଥିବା ଘୂଣ୍ଣି ର୍ବଳୟ ଘନୀଭୂତ ହେଉଛି। ଶନିବାରକୁ ଲଘୁଚାପ ରୂପ ନେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ମୌସୁମୀ ଟ୍ରଫ୍ ସହ ସମାନ୍ତରାଳ ଭାବେ ଗାଙ୍ଗେୟ ପଶ୍ଚିମବଙ୍ଗ, ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ତାମିଲନାଡୁ ମୁଖ୍ୟମନ୍ତ୍ରୀ (ଅଭିନେତା) ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଛାଡପତ୍ର ମାମଲାରେ ଶୁକ୍ରବାର ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସଙ୍ଗୀତା କୋର୍ଟରୁ ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିଛନ୍ତି। ଯାହା ପରେ ଅଦାଲତ ଏହି ମାମଲାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ଶୁକ୍ରବାର ଚେଙ୍ଗଲପଟ୍ଟୁ ଫ୍ୟାମିଲି କୋର୍ଟରେ ଏହି ହାଇପ୍ରୋଫାଇଲ ମାମଲାର ଶୁଣାଣି ହୋଇଥିଲା। ସଙ୍ଗୀତା ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟଙ୍କ ସମ୍ମୁଖରେ ହାଜର ହୋଇଥିଲେ। ଶୁଣାଣି ସମୟରେ ସେ କୋର୍ଟଙ୍କୁ ଜଣାଇଥିଲେ ଯେ, ସେ ଏହି […]
ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗୁଜରାଟର ମୋରବୀରେ ଦେଖାଦେଇଛି ଏକ ରହସ୍ୟମୟ ଘଟଣା। ସମୁଦ୍ର ଭଳି ଲହରୀ ମାରୁଛି କୂଅର ପାଣି। ମୋରବୀ ଜିଲ୍ଲା ବୀରପରଡ଼ା ଗାଁର ୧୮ ଫୁଟ ଗଭୀର ଏହି କୂଅକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ହେବ କୂଅ ଭିତରେ ପାଣି ଆପେ ଆପେ ହଲଚଲ ହେଉଥିବା ଦେଖାଯାଉଛି। ଆଶ୍ଚର୍ଯ୍ୟର କଥା, ପାଖରେ ଥିବା ଅନ୍ୟ କୂଅରେ ଏପରି କୌଣସି ଗତି ପରିଲକ୍ଷିତ ହୋଇନାହିଁ। ଏହି ଅଜବ ଘଟଣାର ଭିଡିଓ ସୋସିଆଲ ମିଡିଆରେ […]
ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।ଏନେଇ ସୂଚନା ଦେଲେ ପ୍ରଭାତୀ ପରିଡା । ଜୁଲାଇ ୨୫ରୁ ଜିଲ୍ଲାରୁ ଯେଉଁମାନଙ୍କ ନାଁ ଆସିଥିବ ସେମାନଙ୍କୁ ମିଳିବ ।ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ।ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା। ଏହା ମାଧ୍ୟମରେ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବାରେ ସହାୟକ ହେଉଛି। […]
ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ନିକଟରେ ‘ବୀମା ନାହିଁ ତ ପେଟ୍ରୋଲ ନାହିଁ’ (No Insurance, No Petrol) ନିୟମ ଲାଗୁ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଗାଡ଼ିର ବୀମା ସ୍ଥିତି ତୁରନ୍ତ ଯାଞ୍ଚ କରାଯିବ। ବୀମା ଅବଧି […]
‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର (RBCC) ଠାରେ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି । ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଦେଶର 22 ଜଣ କାରିଗରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବରଗଡ଼ ଜିଲ୍ଲାର ବୁଣାକାର ରାମ ମେହେରଙ୍କୁ ‘ସନ୍ଥ କବୀର ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ଏବଂ ଜଗତସିଂହପୁର ଜିଲ୍ଲାର […]
ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ଆଜି ଗିରଫ ହୋଇଛନ୍ତି ।ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର ବ୍ଲକ ରାଜଜଙ୍କିଆ ପଞ୍ଚାୟତର ପ୍ରଶାନ୍ତ କୁମାର ଭଟ୍ଟ।ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ପଞ୍ଚାୟତର ଅକ୍ଷୟ କୁମାର ମାଝୀ ନାମକ ଜଣେ ହିତାଧିକାରୀ ସରକାରଙ୍କ ଠାରୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପାଇଥିଲେ। ଚଳିତବର୍ଷ […]
ରେଭେନ୍ସା ବିଶ୍ବବିଦ୍ୟାଳୟ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଗଣମାଧ୍ୟମକୁ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରେଭେନ୍ସା କୁଳପତି ଅର୍କ କୁମାର ଦାସ ମହାପାତ୍ର । ସେ କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏପର୍ୟ୍ୟନ୍ତ କୌଣସି ସହମତି […]
ବାଲି ଚୋରା କାରବାର ରୋକିବା ପାଇଁ ସରକାରର ପଦକ୍ଷେପ ନେଇଛନ୍ତି । ଏମଏସପିଠୁ ଅଧିକ ଦରରେ ବିକ୍ରି ହୋଇପାରିବନି ବାଲି କହିଲେ ପରିବହନ ମନ୍ତ୍ରୀ । ବାଲିର ଏମଏସପି ୩୪୦ ଟଙ୍କା ଧାର୍ଯ୍ୟ ହୋଇଛି କହିଛନ୍ତି, ବିଭୂତି ଜେନା । ପ୍ରଥମ ପର୍ଯ୍ୟାୟରେ ଇ- ବଟେରୀ ଜରିଆରେ ନିଲାମ ହେବ ଶହେରୁ ଅଧିକ ଖାଦାନ ।ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ଗୋଟିଏ ଟ୍ରାକ୍ଟର ବାଲି ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାରୁ ସାଧାରଣ […]
